ETV Bharat / state

ବେତନ ନମିଳିଲେ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ ନେଇ ଶିକ୍ଷକଙ୍କ ଚେତାବନୀ - ବୌଦ୍ଧରେ ଶିକ୍ଷକ ଆନ୍ଦୋଳନ

ବୌଦ୍ଧରେ କାର୍ଯ୍ୟରତ ଶିକ୍ଷକଙ୍କ ଦରମା ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

ବେତନ ନମିଳିଲେ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ ନେଇ ଶିକ୍ଷକଙ୍କ ଚେତାବନୀ

author img

By

Published : May 17, 2022, 10:18 PM IST

ବୌଦ୍ଧ: ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକଙ୍କ ଦରମା ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ସମସ୍ୟାର ସମାଧାନ ନହେଲେ ପରୀକ୍ଷା ଖାତା ମୂଲ୍ୟାୟନକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକ ଅନ୍ତର୍ଗତ ସମସ୍ତ ମାଧ୍ୟମିକ ଶିକ୍ଷକମାନେ ଆଜି(ମଙ୍ଗଳବାର) ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ଦାବି ଉପସ୍ଥାନ କରିଛନ୍ତି ।

ବେତନ ନମିଳିଲେ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ ନେଇ ଶିକ୍ଷକଙ୍କ ଚେତାବନୀ

ବିଶେଷ ଭାବରେ ସପ୍ତମ ବେତନ କମିଶନର ଆଧାରରେ ସେମାନଙ୍କ ଦରମା ମିଳିପାରୁ ନଥିବା ତଥା ଏନେଇ ଗତ ଦୁଇ ମାସ ହେଲା ଜିଲ୍ଲା ଶିକ୍ଷା ବିଭାଗ କୌଣସି ପଦକ୍ଷେପ ଗ୍ରହଣୀୟ କରୁନଥିବା ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଆଜି ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲାର ସମସ୍ତ ମାଧ୍ୟମିକ ଶିକ୍ଷକମାନେ ବୌଦ୍ଧ ଜିଲ୍ଲାପାଳଙ୍କୁ ଏହାର ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ସମସ୍ୟାର ସମାଧାନ ନହେଲେ ଆସନ୍ତା 21 ତାରିଖରୁ ହେବାକୁ ଥିବା ପରୀକ୍ଷା ଖାତା ମୂଲ୍ୟାୟନକୁ ଶିକ୍ଷକ ସଂଘ ବର୍ଜନ କରିବ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.