ETV Bharat / state

ଗଡଜାତରେ ମହାପ୍ରଭୁଙ୍କ ଫୁଲବେଶ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

author img

By

Published : Jul 14, 2019, 9:27 AM IST

ନାକୁରଡ଼ ଶ୍ରୀମନ୍ଦିର ଶୈଳୀରେ ରୀତିନୀତି ପାଳନ ସହ ରଥଯାତ୍ରା କାଳରେ ସ୍ବତନ୍ତ୍ର ରଥ, ରଥଛୁଆଁ ଓ ସୁନାବେଶ ସମ୍ପୂର୍ଣ୍ଣ ନିଆରା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଗଡଜାତର ସ୍ବତନ୍ତ୍ର ପରିଚୟ ପଶ୍ଚିମ ଓଡ଼ିଶାର ସର୍ବବୃହତ ରଥଯାତ୍ରା । ନାକୁରଡ଼ ଶ୍ରୀମନ୍ଦିର ଶୈଳୀରେ ରୀତିନୀତି ପାଳନ ସହ ରଥଯାତ୍ରା କାଳରେ ସ୍ବତନ୍ତ୍ର ରଥ, ରଥଛୁଆଁ ଓ ସୁନାବେଶ ସମ୍ପୂର୍ଣ୍ଣ ନିଆରା । ଶନିବାର ଶ୍ରୀ ଜୀଉଙ୍କ ରଥ ଉପରେ ସୁନାବେଶ ସମୟରେ ଫୁଲ ବେଶ ଶ୍ରଦ୍ଧାଳୁଙ୍କୁ ଭାବ ବିହ୍ଵଳିତ କରିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ରଥଯାତ୍ରାର ଆଜି ଶେଷ ଦିବସରେ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଏହି ସୁନାବେଶ ସମୟରେ ଠାକୁରଙ୍କ ଫୁଲ ବେଶ ସର୍ବାଧିକ ଆକର୍ଷଣୀୟ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ରଥ ଉପରକୁ ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସପତ୍ନୀକ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

ସୁନାବେଶ ଅବସରରେ ସଂଗୀତଖୟନ ଅନୁଷ୍ଠାନ ପକ୍ଷରୁ ଏକ ଭଜନ ସଂଧ୍ୟାର ଆୟୋଜନ କରାଯାଇଥିଲା । ଫୁଲବେଶ ଦର୍ଶନ ସରିବାପରେ ରାତିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ସେବାୟତମାନେ ପହଣ୍ଡି କରି ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଜେ କରାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଗଡଜାତର ସ୍ବତନ୍ତ୍ର ପରିଚୟ ପଶ୍ଚିମ ଓଡ଼ିଶାର ସର୍ବବୃହତ ରଥଯାତ୍ରା । ନାକୁରଡ଼ ଶ୍ରୀମନ୍ଦିର ଶୈଳୀରେ ରୀତିନୀତି ପାଳନ ସହ ରଥଯାତ୍ରା କାଳରେ ସ୍ବତନ୍ତ୍ର ରଥ,ରଥଛୁଆଁ ଓ ସୁନାବେଶ ସମ୍ପୂର୍ଣ୍ଣ ନିଆରା ।ଶନିବାର ଦିନ ଶ୍ରୀ ଜୀଉଙ୍କ ରଥ ଉପରେ ସୁନାବେଶ ସମୟରେ ଫୁଲବେଶ ଶ୍ରଦ୍ଧାଳୁ ଙ୍କୁ ଭାବ ବିହ୍ଵଳିତ କରିଥିଲା ।

Body:ବୌଦ୍ଧ ରଥଯାତ୍ରା ର ଆଜି ଶେଷ ଦିବସରେ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ରଥ ଉପରେ ଅନୁଷ୍ଠିତ ହୋଇଥିଲା ।ଏହି ସୁନାବେଶ ସମୟରେ ଠାକୁରଙ୍କ ଫୁଲବେଶ ସର୍ବାଧିକ ଆକର୍ଷଣୀୟ ହୋଇଥାଏ ।ହଜାର ହଜାର ଶ୍ରଦ୍ଧାଳୁ ରଥ ଉପରକୁ ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ ।ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସପତ୍ନୀକ ଠାକୁରଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ ।ସୁନାବେଶ ଅବସରରେ ସଂଗୀତଖୟନ ଅନୁଷ୍ଠାନ ପକ୍ଷରୁ ଏକ ଭଜନ ସଂଧ୍ୟାର ଆୟୋଜନ କରାଯାଇଥିଲା ।ଫୁଲବେଶ ଦର୍ଶନ ସରିବାପରେ ରାତିରେ ଚତୁର୍ଦ୍ଧା ବିଗ୍ରହମାନଙ୍କୁ ସେବାୟତ ମାନେ ପହଣ୍ଡି କରି ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଜେ କରାଇଥିଲେ ।

Conclusion:ବାଇଟ-୧-ସୁରମଣି ପଣ୍ଡା, ଶତାୟୁ ପୂଜକ
ବାଇଟ-୨-ପଦ୍ମାଳୟା ମିଶ୍ର, ଶ୍ରଦ୍ଧାଳୁ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.