ETV Bharat / state

ପଥପ୍ରାନ୍ତ ବୃକ୍ଷ ରୋପଣ ଫେଲ,ବନବିଭାଗର ଅପାରଗତା ଦାୟୀ

author img

By

Published : Nov 4, 2020, 4:15 AM IST

ବୃକ୍ଷ ରୋପଣ ହୋଇଥିଲା । ହେଲେ 23 କିଲୋମିଟର ବୃକ୍ଷ ରୋପଣ ମଧ୍ୟରୁ ଏବେ ମାତ୍ର ତିନି କିଲୋମିଟର ରହିଛି ଗଛ । ଏଭଳି ସ୍ଥିତିରେ ଜଙ୍ଗଲ ବିଭାଗର କାର୍ଯ୍ୟକାରୀତା ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।

ପଥପ୍ରାନ୍ତ ବୃକ୍ଷ ରୋପଣ ଫେଲ,ବନବିଭାଗର ଅପାରଗତାକୁ ଦାୟୀ

ବୌଦ୍ଧ : ପଥ ପ୍ରାନ୍ତ ବନୀକରଣ ପାଇଁ ଖର୍ଚ୍ଚ ହୋଇଥିଲା ଲକ୍ଷ ଲକ୍ଷ ଟଙ୍କା । 23 କିଲୋମିଟର ରାସ୍ତାର ଉଭୟ ପାର୍ଶ୍ଵରେ ହୋଇଥିବା ବନୀକରଣ ମଧ୍ୟରୁ ପ୍ରାୟ ତିନି କିଲୋମିଟର ରାସ୍ତାରେ ରହିଛି ବୃକ୍ଷ ।

ସୂଚନା ମୁତାବକ ପ୍ରାୟ ତିନି ବର୍ଷ ପୂର୍ବରୁ ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମନମୁଣ୍ଡା ବନାଞ୍ଚଳ ଅଧିନରେ ମନମୁଣ୍ଡା ଠାରୁ ଶଗଡା ପର୍ଯ୍ୟନ୍ତ23 କିଲୋମିଟର ରାସ୍ତାର ଉଭୟ ପାର୍ଶ୍ଵରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବୃକ୍ଷ ରୋପଣ କରାଯାଇଥିଲା । ଏବେ ତିନି ବର୍ଷ ପରେ ଉକ୍ତ ରାସ୍ତାରେ ପ୍ରାୟ ତିନି କିଲୋମିଟର ରାସ୍ତାରେ ବୃକ୍ଷ ରହିଛି । ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମନରେଗା ଯୋଜନାରେ ହୋଇଥିବା ବେଳେ ଶ୍ରମିକ ଓ ପ୍ରାପ୍ୟକୁ ସମସ୍ୟା ରହିଥିବା ବେଳେ ଏଥିପାଇଁ ବିଭାଗୀୟ ଉଦାସୀନତାକୁ ଦାୟୀ କରିଛନ୍ତି ।

ସ୍ଥାନୀୟ ଲୋକେ ପୂର୍ବରୁ କିଭଳି ଏହି ଅଞ୍ଚଳ ସବୁଜିମାରେ ପୁରିଥିଲା ତାର ସ୍ମୃତିକୁ ବଖାଣିଛନ୍ତି । କ୍ରମଶଃ ବନବିଭାଗ କର୍ମଚାରୀଙ୍କ ଦୁର୍ନୀତିଖର ମନୋଭାବ ଯୋଗୁଁ ଜଙ୍ଗଲ ସବୁଜିମା ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.