ETV Bharat / state

ବୌଦ୍ଧରେ ରଥ ନିର୍ମାଣ ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା କାଠ - wood

ବୌଦ୍ଧ ଜିଲ୍ଲରେ ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ଗୁରୁବାର ସନ୍ଧ୍ୟାରେ ପହଞ୍ଚିଛି ରଥକାଠ । କଣ୍ଟାମାଳ ରେଞ୍ଜର ଘଣ୍ଟାପଡା ଅଞ୍ଚଳରୁ ଫାସୀ ଗଛର ଅନ୍ୟୁନ ବାରଟି ଗଣ୍ଡି ନେଇ ଏକ ସ୍ବତନ୍ତ୍ର ଟ୍ରକ ଯୋଗେ ବୌଦ୍ଧ ରଥଖଳା ଠାରେ ପହଞ୍ଚିଛି ।

ଫଟୋ ସୋଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 7, 2019, 6:59 PM IST

ବୌଦ୍ଧ: ରଥ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର । ବୌଦ୍ଧ ଜିଲ୍ଲରେ ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ଗୁରୁବାର ସନ୍ଧ୍ୟାରେ ପହଞ୍ଚିଛି ରଥକାଠ । କଣ୍ଟାମାଳ ରେଞ୍ଜର ଘଣ୍ଟାପଡା ଅଞ୍ଚଳରୁ ଫାସୀ ଗଛର ଅନ୍ୟୁନ ବାରଟି ଗଣ୍ଡି ନେଇ ଏକ ସ୍ବତନ୍ତ୍ର ଟ୍ରକ ଯୋଗେ ବୌଦ୍ଧ ରଥଖଳା ଠାରେ ପହଞ୍ଚିଛି କାଠ । ଭକ୍ତ ମାନେ ଅତ୍ୟନ୍ତ ଆନନ୍ଦ ଓ ଶ୍ରଦ୍ଧାର ସହ ଠାକୁରଙ୍କ ରଥକାଠକୁ ସ୍ବାଗତ କରିଛନ୍ତି ।

ଭିଡିଓ ସୋଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଗଡଜାତର ପ୍ରସିଦ୍ଧ ପର୍ବ ଗୁଡିକ ମଧ୍ୟରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ଅନ୍ୟତମ । ବିଶେଷ ଭାବରେ ବୌଦ୍ଧର ଅଭଙ୍ଗ ତଥା ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ରଥ ରାଜତନ୍ତ୍ର ଶାସନ କାଳରୁ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଆସିଛି । ଏଣୁ ବୌଦ୍ଧର ରଥକୁ ବିଶେଷ ପ୍ରଧାନ୍ୟ ଦିଆଯାଇଥାଏ ।

ଏହି କ୍ରମରେ ଗୁରୁବାର କଣ୍ଟାମାଳ ବନାଞ୍ଚଳର ଘଣ୍ଟାପଡା ଅଞ୍ଚଳରୁ 6' ଖଣ୍ଡ ବଡ ଫାସୀ ଗଛର ଗଣ୍ଡି ଓ ଅନ୍ୟ 6' ଟି ଛୋଟ ଗଣ୍ଡି ନେଇ ଏକ ଟ୍ରକ ବୌଦ୍ଧରେ ପହଞ୍ଚିଥିଲା । ରଥକାଠ ସଂଗ୍ରହ ନିମନ୍ତେ ଖୋଦ୍‌ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଏନସି ଜ୍ୟୋତି ରଞ୍ଜନ ନାଏକ, ଦେବୋତ୍ତର ମ୍ୟାନେଜର ଚିତ୍ତରଞ୍ଜନ ପିଲା, କଣ୍ଟାମାଳ ବିଡିଓ, ତହସିଲଦାର, ରେଞ୍ଜର ଓ ଅନ୍ୟାନ୍ୟ ଅଧିକାରୀ ଘଣ୍ଟାପଡା ଠାରେ ପହଞ୍ଚିଥିଲେ । ରଥକାଠ ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟସ୍ଥ ରଥଖଳାରେ ପହଞ୍ଚିବା ପରେ ଭକ୍ତ ମାନେ ଆନନ୍ଦିତ ହୋଇଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ରଥ ନିମନ୍ତେ ଗୁରୁବାର ସଂଧ୍ୟାରେ ପହଞ୍ଚିଛି ରଥକାଠ ।କଣ୍ଟାମାଳ ରେଞ୍ଜର ଘଣ୍ଟାପଡା ଅଞ୍ଚଳରୁ ଫାସୀ ଗଛର ଅନ୍ୟୁନ ବାରଟି ଗଣ୍ଡି ନେଇ ଏକ ସ୍ବତନ୍ତ୍ର ଟ୍ରକ ଯୋଗେ ବୌଦ୍ଧ ରଥଖଳା ଠାରେ ପହଞ୍ଚି ଥିଲା ।ଶ୍ରୀ ଜଗନ୍ନାଥ ପ୍ରେମୀ ମାନେ ମଧ୍ୟ ଅତ୍ୟନ୍ତ ଆନନ୍ଦ ଓ ଶ୍ରଦ୍ଧାର ସହ ଠାକୁରଙ୍କ ରଥକାଠ କୁ ସ୍ବାଗତ କରିଛନ୍ତି ।

Body:ବୌଦ୍ଧ ଗଡଜାତ ର ପ୍ରସିଦ୍ଧ ପର୍ବ ଗୁଡିକ ମଧ୍ୟରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ଅନ୍ୟତମ ।ବିଶେଷ ଭାବରେ ବୌଦ୍ଧ ର ଅଭଙ୍ଗ ତଥା ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ରଥ ରାଜତନ୍ତ୍ର ଶାସନ କାଳରୁ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ରହିଆସିଛି ।ଏଣୁ ବୌଦ୍ଧ ର ରଥକୁ ବିଶେଷ ପ୍ରଧାନ୍ୟ ଦିଆଯାଇଥାଏ ।ଏହି କ୍ରମରେ ଗୁରୁବାର କଣ୍ଟାମାଳ ବନାଞ୍ଚଳର ଘଣ୍ଟାପଡା ଅଞ୍ଚଳରୁ ଛ ଖଣ୍ଡ ବଡ ଫାସୀ ଗଛର ଗଣ୍ଡି ଓ ଅନ୍ୟ ଛ ଟି ଛୋଟ ଗଣ୍ଡି ନେଇ ଏକ ଟ୍ରକ ବୌଦ୍ଧ ରେ ପହଞ୍ଚି ଥିଲା ।ରଥକାଠ ସଂଗ୍ରହ ନିମନ୍ତେ ଖୋଦ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଏନସି ଜ୍ୟୋତି ରଂଜନ ନାଏକ, ଦେବୋତ୍ତର ମ୍ୟାନେଜର ଚିତ୍ତରଞ୍ଜନ ପିଲା, କଣ୍ଟାମାଳ ବିଡିଓ, ତହସିଲଦାର, ରେଞ୍ଜର ଓ ଅନ୍ୟାନ୍ୟ ଅଧିକାରୀ ଘଣ୍ଟାପଡା ଠାରେ ପହଞ୍ଚି ଥିଲେ ।ରଥକାଠ ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟସ୍ଥ ରଥଖଳାରେ ପହଞ୍ଚିବା ପରେ ଭକ୍ତ ମାନେ ଆନନ୍ଦରେ ବିଭୋର ହୋଇଥିଲେ ।

Conclusion:ବାଇଟ-୧-ଅରୁଣ କୁମାର ମିଶ୍ର, ଶ୍ରୀ ଜଗନ୍ନାଥ ପ୍ରେମୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.