ETV Bharat / state

ଆଦିତ୍ୟ ମୃତ୍ୟୁ ମାମଲା ପର୍ଦ୍ଦାଫାଶ ଦାବି କରିଥିବା ଠିକାଦାରଙ୍କୁ ଛଟେଇ - ଆଦିତ୍ୟ ମୃତ୍ୟୁ ମାମଲା

ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିର ଶୋଭାଯାତ୍ରା ସମୟରେ ସାମିଲ ହୋଇ ଠିକା ଶ୍ରମିକ କାର୍ଯ୍ୟରୁ ଅନ୍ତର ହୋଇଛନ୍ତି । ଅଧିକ ପଢନ୍ତୁ...

protest in boudha after labour dismissed for joining in rally demanding cbi investigation in aditya death case
ଆଦିତ୍ୟ ମୃତ୍ୟୁ ମାମଲା ପର୍ଦ୍ଦାଫାସ ଦାବି କରିଥିବା ଠିକାଦାରଙ୍କୁ ଛଟେଇ
author img

By

Published : Oct 18, 2020, 9:57 AM IST

ବୌଦ୍ଧ: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିର ଶୋଭାଯାତ୍ରା ସମୟରେ ସାମିଲ ହୋଇ ଠିକା ଶ୍ରମିକ କାର୍ଯ୍ୟରୁ ଅନ୍ତର ହୋଇଛନ୍ତି ।

ଆଦିତ୍ୟ ମୃତ୍ୟୁ ମାମଲା ପର୍ଦ୍ଦାଫାସ ଦାବି କରିଥିବା ଠିକାଦାରଙ୍କୁ ଛଟେଇ

ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ତାଳସରଡା ଗ୍ରାମରେ ଜନ୍ମିତ ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରି ଗତ 28 ତାରିଖରେ ଏକ ଶୋଭାଯାତ୍ରା ସହ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ମିଳିତ ଭାବେ ଏକ ଦାବିପତ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା ।

ବୌଦ୍ଧ ତିତିରିକଟା ଠାରେ ଥିବା ବୌଦ୍ଧ ଡିଷ୍ଟିଲାରୀ କମ୍ପାନୀରେ କାର୍ଯ୍ୟ ସମୟରେ ଥାଇ ମଧ୍ୟ ଜଣେ ଠିକା କର୍ମଚାରୀ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପରବର୍ତ୍ତୀ ସମୟରେ ଉକ୍ତ କର୍ମଚାରୀଙ୍କୁ ବାହାର କରିଦିଆଯାଇଥିବା ସୂଚନା ମିଳିଛି ।ଏହାକୁ ବୌଦ୍ଧ ଜିଲ୍ଲା ଗର୍ଜନ ସେନା ପକ୍ଷରୁ ବିରୋଧ କରାଯାଇଛି ।

ସେପଟେ କମ୍ପାନୀର କାର୍ଯ୍ୟ ସମୟରେ ଉକ୍ତ କର୍ମଚାରୀ ଜଣକ କିଭଳି ଅନ୍ୟ ଏକ ଶୋଭାଯାତ୍ରାରେ ସାମିଲ ହେଲେ ତଥା ଏଭଳି କାର୍ଯ୍ୟ କମ୍ପାନୀ ନିୟମ ଉଲଙ୍ଘନ ହେଉଥିବାରୁ ତାଙ୍କୁ ବାହାର କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.