ETV Bharat / state

ବୌଦ୍ଧରେ ଅପରେସନ ଗ୍ରୀନ ଡାଇମଣ୍ଡ, 103 ଏକରରେ ଗଞ୍ଜେଇ ଚାଷ ନଷ୍ଟ - ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ

ମନମୁଣ୍ଡା ପୋଲିସ କାଟିଲା ବନାଞ୍ଚଳରେ ଥିବା ଗଞ୍ଜେଇ ଗଛ । 103 ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ । ସନ୍ଦେହ ଘେରରେ ଜଙ୍ଗଲ ବିଭାଗ ଓ ରାଜସ୍ବ କର୍ମଚାରୀଙ୍କ ଭୂମିକା । ଅଧିକ ପଢନ୍ତୁ....

police destroyed ganja cultivation in boudh
ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ
author img

By

Published : Nov 29, 2020, 7:37 AM IST

ବୌଦ୍ଧ: ଦିନକୁ ଦିନ ବୌଦ୍ଧରେ ବଢିବାକୁ ଲାଗିଛି ଗଞ୍ଜେଇ ଚାଷ । ମନମୁଣ୍ଡା ପୋଲିସ ସିମିଳିକଟା ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରି 103 ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ମନମୁଣ୍ଡା ପୋଲିସ ଓ ଅନ୍ୟ ସହଯୋଗୀ କର୍ମଚାରୀଙ୍କ ସହାୟତାରେ ଚଢାଉ ହୋଇଥିଲା ।

ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ

ସେପଟେ, କିନ୍ତୁ ମନମୁଣ୍ଡା ବନାଞ୍ଚଳର ଦୁଇ ଜଣ ବନ ବିଭାଗର ଅଧିକାରୀ ମାଫିଆଙ୍କ ସହ ମିଶି ଏଭଳି ବେଆଇନ ଚାଷ ହୋଇଥିବା ଅଭିଯୋଗ ହୋଇଛି । ଭିଜିଲାନ୍ସ ତଦନ୍ତ କଲେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି ।ବୁଦ୍ଧିଜୀବୀ ଜଙ୍ଗଲ ଭିତରେ ଚାଲିଥିବା ଏହି ସବୁଜ ଜହର ଚାଷ ପଛରେ ଜଙ୍ଗଲ ବିଭାଗ ଓ ରାଜସ୍ବ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରରେ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.