ETV Bharat / state

‘ଆଗାମୀ ଦିନରେ ଭଲ ମଣିଷ ହେବା ଲକ୍ଷ୍ୟ’ - topper

ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୭୨% ନମ୍ବର ରଖି ସୁଧାଂଶୁ ବାରିକ ଶୀର୍ଷ ସ୍ଥାନରେ ରହିଛନ୍ତି । ‘ଇଟିଭି ଭାରତ’ ସହ ସେ ତାଙ୍କ ସଫଳତାର ରହସ୍ୟ ଓ ଆଗାମୀ ଦିନର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ବଡ ମଣିଷ ହେବା ଅପେକ୍ଷା ଭଲ ମଣିଷ ହେବେ ବୋଲି ସେ କହିଛନ୍ତି ।

ଡିଜାଇନ ଫଟୋ
author img

By

Published : Jun 4, 2019, 6:27 PM IST

ବୌଦ୍ଧ: ଯୁକ୍ତ ଦୁଇ ବିଜ୍ଞାନ ଫଳ ସୋମବାର ପ୍ରକାଶ ପାଇଥିଲା । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୭୨% ନମ୍ବର ରଖି ସୁଧାଂଶୁ ବାରିକ ଶୀର୍ଷରେ ରହିଛନ୍ତି । ତେବେ ‘ଇଟିଭି ଭାରତ’ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ ତାଙ୍କ ସଫଳତାର ରହସ୍ୟ ଓ ଆଗାମୀ ଦିନର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ବଡ ମଣିଷ ହେବା ଅପେକ୍ଷା ଭଲ ମଣିଷ ହେବି ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରେ ଚଳିତବର୍ଷ ଯୁକ୍ତ ଦୁଇରେ ୧୫୨ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୮୨ ଜଣ ପାସ ହୋଇଛନ୍ତି । ପାସ ହାର ୫୩.୯୪ ପ୍ରତିଶତ ରହିଛି । ପ୍ରଥମ ଶ୍ରେଣୀରେ ୬, ଦ୍ବିତୀୟ ଶ୍ରେଣୀରେ ୨୯, ତୃତୀୟ ଶ୍ରେଣୀରେ ୪୭ ଜଣ ପାସ କରିଛନ୍ତି ।

ସେହିଭଳି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନରେ ପାସହାର ଚଳିତ ବର୍ଷ ୮୧% ରହିଥିବା ସୂଚନା ମିଳିଛି । କେବଳ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରୁ 6 ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ସୁଧାଂଶୁ ବାରିକ ସର୍ବାଧିକ ୭୨% ନମ୍ବର ରଖି ଜିଲ୍ଲା ସ୍ତରରେ କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ଭଗବାନ, ପିତାମାତା, ନିଜ ଭାଇ, ଅଧ୍ୟାପକ, ସହପାଠୀଙ୍କୁ ଏହାର ଶ୍ରେୟ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଯୁକ୍ତ ଦୁଇ ବିଜ୍ଞାନ ଫଳ ଗତକାଲି ପ୍ରକାଶ ପାଇସାରିଛି । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ଶତକଡା୭୨ ପ୍ରତିଶତ ନମ୍ବର ରଖି ସୁଧାଂଶୁ ବାରିକ ସର୍ବାଗ୍ରେ ରହିଥିବା ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ଏନେଇ ଈଟିଭି ଭାରତ ସହିତ ନିଜରସଫଳତା ବିଷୟରେ କହିଥିଲେ ସୁଧାଂଶୁ ।

Body:ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନ ରେ ପାସହାର ଚଳିତ ବର୍ଷ ଶତକଡା ୮୧ ପ୍ରତିଶତ ରହିଥିବା ସୂଚନା ମିଳିଛି ।କେବଳ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରୁ ଛଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସୁଧାଂଶୁ ବାରିକ ସର୍ବାଧିକ ଶତକଡା୭୨ ପ୍ରତିଶତ ନମ୍ବର ରଖି ଜିଲ୍ଲା ସ୍ତରରେ କୃତକାର୍ଯ୍ୟ ହୋଇଛନ୍ତି ।ତାଙ୍କର ଏହି ସଫଳତା ପାଇଁ ସେ ଭଗବାନ, ପିତାମାତା, ଅଧ୍ୟାପକ, ସହପାଠୀ ସମସ୍ତଙ୍କୁ ଏହାର ଶ୍ରେୟ ଦେଇଛନ୍ତି । ଆଗାମୀ ଦିନରେ ସେଜଣେ ଭଲ ମଣିଷ ଟିଏ ହେବାକୁ ଲକ୍ଷ ରଖିଛନ୍ତି ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.