ETV Bharat / state

ବୌଦ୍ଧ ଲୋକମହୋତ୍ସବ: ସ୍ବଚ୍ଛତାର ବାର୍ତ୍ତା ଦେଲେ ମହିଳା - palisri mela cleaning by women

ବୌଦ୍ଧ ଲୋକ ମହତ୍ସବର ପଲ୍ଲୀଶ୍ରୀ ମେଳା ପଡିଆକୁ ସ୍ବଚ୍ଛ ରଖିବାକୁ ଅଣ୍ଟା ଭିଡିଲେ ମହିଳା । ମହିଳାଙ୍କ ଏହି ସ୍ବଚ୍ଛତାର ବାର୍ତ୍ତା ସମସ୍ତଙ୍କୁ ଆକର୍ଷିତ କରିଥିଲା। ଅଧିକ ପଢନ୍ତୁ...

palisri-mela-cleaning-by-women-in-boudh-loka-mohastabsha
ଫଟୋ ସୌଜନ୍ୟ: ପ୍ରତିନିଧି,ବୌଦ୍ଧ
author img

By

Published : Jan 6, 2020, 6:17 AM IST

ବୌଦ୍ଧ: ମହୋତ୍ସବ ମେଳା ପଡିଆକୁ ସ୍ବଚ୍ଛ ରଖିବାକୁ ଅଣ୍ଟା ଭିଡିଲେ ମହିଳା । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହିଳାଙ୍କ ଏହି ସ୍ବଚ୍ଛତାର ବାର୍ତ୍ତା ସମସ୍ତଙ୍କୁ ଆକର୍ଷିତ କରିଥିଲା ।

palisri-mela-cleaning-by-women-in-boudh-loka-mohastabsha

ଗୋଟିଏପଟେ ବୌଦ୍ଧ ମହୋତ୍ସବର ଗୌତମ ବୁଦ୍ଧ ମଣ୍ଡପ ଲୋକନୃତ୍ୟ ଓ ଲୋକବାଦ୍ୟରେ ଦୁଲୁକି ଉଠୁଥିବା ବେଳେ ଅନ୍ୟପଟେ କିନ୍ତୁ ମେଳା ପଡିଆ ଅପରିଷ୍କାର ହୋଇ ପଡୁଥିଲା । ଏହାକୁ ଦୃଷ୍ଟିରେ ରଖି ରବିବାର କିଛି ସ୍ବେଛାସେବୀ ମହିଳା ମିଶି ଷ୍ଟଲ ଷ୍ଟଲ ବୁଲି ପଲିଥିନ ବର୍ଜନ କରିବାକୁ ଅନୁରୋଧ କରିବା ସହିତ ପଡିଆରେ ପଡିଥିବା ଅଳିଆକୁ ନିଜେ ସଂଗ୍ରହ କରିଥିଲେ । ଏଥି ସହିତ ଲୋକଙ୍କୁ ଡଷ୍ଟବିନର ବ୍ୟବହାର ଓ କଠିନ ବର୍ଜ୍ୟବସ୍ତୁ ବ୍ୟବହାରର ଅପକାରିତା ସମ୍ପର୍କରେ ବୁଝାଇଥିଲେ ।

ପଲ୍ଲଶ୍ରୀ ମେଳାରେ ଶୀତ ଋତୁ ହେତୁ ବିଭିନ୍ନ ଶୀତବସ୍ତ୍ର ଷ୍ଟଲ ଓ ହାତ ତିଆରି ସାମଗ୍ରୀର ଷ୍ଟଲ ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ରବିବାର ବୌଦ୍ଧ ମହୋତ୍ସବର ଚତୁର୍ଥ ସଂଧ୍ୟାରେ ମୁଖ୍ୟ ଅତିଥି ମନ୍ତ୍ରୀ ଟୁକୁନୀ ସାହୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଏକ ଦୈନିକ ବଜାର ନିର୍ମାଣ ପାଇଁ ଗୁରୁତ୍ବ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ମହୋତ୍ସବ ମେଳା ପଡିଆକୁ ସ୍ବଛ ରଖିବାକୁ ଅଣ୍ଟା ଭିଡିଲେ ମହିଳା ।ମହିଳା ବିଭାଗ ମନ୍ତ୍ରୀ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହିଳା ଙ୍କ ଏହି ସ୍ବଛତାର ବାର୍ତ୍ତା ସମସ୍ତଙ୍କୁ ଆକର୍ଷିତ କରିଥିଲା ।
ବୌଦ୍ଧ ମହୋତ୍ସବ ର ଗୌତମ ବୁଦ୍ଧ ମଣ୍ଡପ ଲୋକନୃତ୍ୟ ଓ ଲୋକବାଦ୍ୟରେ ଦୁଲୁକି ଉଠୁଥିବା ବେଳେ ପଲ୍ଲଶ୍ରୀ ମେଳା ପଡିଆ ଅପରିଷ୍କାର ହୋଇ ପଡୁଥିଲା ।ଏହାକୁ ଦୃଷ୍ଟିରେ ରଖି ରବିବାର କିଛି ମହିଳା ସ୍ବେଛାସେବୀ ମିଶି ଷ୍ଟଲ ଷ୍ଟଲ ବୁଲି ପଲିଥିନ ବର୍ଜନ କରିବାକୁ ଅନୁରୋଧ ସହିତ ପଡିଆରେ ପଡୁଥିବା ଅଳିଆକୁ ନିଜେ ସଂଗ୍ରହ କରିଥିଲେ ।ଏଥିସହିତ ଲୋକଙ୍କୁ ଡଷ୍ଟବିନର ବ୍ୟବହାର ଓ କଠିନ ବର୍ଜ୍ୟବସ୍ତୁ ବ୍ୟବହାରର ଅପକାରିତା ସମ୍ପର୍କରେ ବୁଝାଉଥିଲେ । ପଲ୍ଲଶ୍ରୀ ମେଳାରେ ଶୀତ ଋତୁ ହେତୁ ବିଭିନ୍ନ ଶୀତବସ୍ତ୍ର ଷ୍ଟଲ ଓ ହାତ ତିଆରି ସାମଗ୍ରୀର ଷ୍ଟଲ ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ରବିବାର ବୌଦ୍ଧ ମହୋତ୍ସବ ର ଚତୁର୍ଥ ସଂଧ୍ୟାରେ ମୁଖ୍ୟ ଅତିଥି ରୂପେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କ ନିମନ୍ତେ ଏକ ଦୈନିକ ବଜାର ଉପରେ ଗୁରୁତ୍ୱ ଦେଇଥିଲେ।

Body:ପଲ୍ଲଶ୍ରୀ ମେଳା ପଡିଆକୁ ସଫା ରଖିବାକୁ ଅଣ୍ଟା ଭିଡିଲେ ମହିଳା ।

Conclusion:ବାଇଟ-୧-ଐଶ୍ବର୍ଯ୍ୟା ମେହେର,ସ୍ବେଚ୍ଛାସେବୀ
ବାଇଟ-୨-ପ୍ରବୀଣାରାଣୀ ସାହୁ, ବନ୍ଧାପଥର
ବାଇଟ-୩-ଟୁକୁନୀ ସାହୁ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.