ETV Bharat / state

ସଂକ୍ରମିତ ହୋମଗାର୍ଡଙ୍କଠାରୁ ପରିବାରର ଅନ୍ୟ 4 ହେଲେ ସଂକ୍ରମିତ - ବୌଦ୍ଧ କୋରୋନା ଅପଡେଟ୍‌

ହୋମଗାର୍ଡଙ୍କ ନିଜ ପରିବାରର 3 ଜଣ ଓ ଆଉ ଜଣେ ପରିବାରର ସଦସ୍ୟଙ୍କ ଠାରେ ପଜିଟିଭ ଚିହ୍ନଟ ପରେ ସେମାନଙ୍କୁ କୋଭିଡ ହେଲଥ ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସଂକ୍ରମିତ ହୋମଗାର୍ଡଙ୍କଠାରୁ ପରିବାରର ଅନ୍ୟ 4 ହେଲେ ସଂକ୍ରମିତ

author img

By

Published : Jul 21, 2020, 5:45 AM IST

ବୌଦ୍ଧ: 24 ଘଣ୍ଟାର ବ୍ୟବଧାନ ପରେ ପୁଣି ଲେଉଟିଲା କୋରୋନା । ଏଥର ଜିଲ୍ଲାର ଏକମାତ୍ର କୋରୋନା ଯୋଦ୍ଧାଙ୍କ ପରିବାରର 4 ଜଣ ସଂକ୍ରମିତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ଶିଶୁ ଥିବା ସୂଚନା ମିଳିଛି ।

ସଂକ୍ରମିତ ହୋମଗାର୍ଡଙ୍କଠାରୁ ପରିବାରର ଅନ୍ୟ 4 ହେଲେ ସଂକ୍ରମିତ

ହୋମଗାର୍ଡଙ୍କ ନିଜ ପରିବାରର 3 ଜଣ ଓ ଆଉ ଜଣେ ପରିବାରର ସଦସ୍ୟଙ୍କ ଠାରେ ପଜିଟିଭ ଚିହ୍ନଟ ପରେ ସେମାନଙ୍କୁ କୋଭିଡ ହେଲଥ ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି 4 ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ରେ ପହଞ୍ଚିଛି । ସେପଟେ ଆଜି ଜଣେ ଗଞ୍ଜାମ ଫେରନ୍ତା ପ୍ରାଇଭେଟ ଫାଇନାନ୍ସ କମ୍ପାନୀର ଅଧିକାରୀଙ୍କୁ ମାଉଲସିଙ୍ଗା ଗ୍ରାମବାସୀ ଘରେ ପ୍ରବେଶକୁ ବାରଣ କରି ତାଙ୍କୁ ବାଧ୍ୟତାମୂଳକ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.