ETV Bharat / state

‘ଓଡିଶାର ବିକାଶକୁ ଆଗେଇ ନେବି’ - padmanav behera

ବୌଦ୍ଧରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 4, 2019, 11:07 AM IST

ବୌଦ୍ଧ: ଦୀର୍ଘଦିନର ବ୍ୟବଧାନ ପରେ ମନ୍ତ୍ରୀପଦ ଫେରି ପାଇଛନ୍ତି ପଦ୍ମନାଭ ବେହେରା । ମନ୍ତ୍ରୀ ହେବାପରେ ପ୍ରଥମ ଥର ପାଇଁ ବୌଦ୍ଧ ଗସ୍ତରେ ଆସି ପୁରୁଣାକଟକସ୍ଥିତ ଦେବୀ ଭୈରବୀଙ୍କ ଦର୍ଶନ କରିଛନ୍ତି । ବୌଦ୍ଧ ବସମାଲିକ ସଂଘ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଓଡିଶାର ବିକାଶକୁ ଆଗେଇ ନେବେ ବୋଲି କହିଛନ୍ତି ପଦ୍ମନାଭ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ମଙ୍ଗଳବାର ବୌଦ୍ଧ ଗସ୍ତରେ ଥିଲେ ବାଣିଜ୍ୟ, ପରିବହନ ଓ ସାଧାରଣ ଉଦ୍ୟାଗ ବିଭାଗର ମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି, ନିଜ ବିଭାଗ ଦ୍ବାରା ଯଥାସମ୍ଭବ ଓଡିଶାର ବିକାଶକୁ ଆଗେଇ ନେବେ । ଓଡିଶାର ଉନ୍ନତି ପାଇଁ ସେ ସଙ୍କଳ୍ପବଦ୍ଧ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ପଞ୍ଚମ ଥର ବିଜେଡି ରାଜ୍ୟରେ କ୍ଷମତାସୀନ ହେବାପରେ ଏଥିରେ ସ୍ଥାନ ପାଇଛନ୍ତି ବରିଷ୍ଠ ନେତା ପଦ୍ମନାଭ ବେହେରା । ମଙ୍ଗଳବାର ମନ୍ତ୍ରୀ ହେବାପରେ ପ୍ରଥମ ଥର ପାଇଁ ସେ ବୌଦ୍ଧ ଆସିଥିବା ବେଳେ ଆମ ଈଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଆଲୋଚନା କରିଥିଲେ ।

Body:ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ମନ୍ତ୍ରୀ ମଣ୍ଡଳ ରେ ବାଣିଜ୍ୟ, ପରିବହନ, ସାଧାରଣ ଉଦ୍ୟୋଗ ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା । ଆଜି ସେ ବୌଦ୍ଧ ଜିଲ୍ଲାର ପୁରୁଣାକଟକ ସ୍ଥିତ ଦେବୀ ଭୈରବୀ ଙ୍କ ଦର୍ଶନ ସହ ଆଶିର୍ବାଦ ନେଇ ଥିଲେ ।ଏହାପୂର୍ବରୁ ବୌଦ୍ଧ ଠାରେ ବସମାଲିକ ସଂଘ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଏହି ଅବସରରେ ଆମ ଈଟିଭି ଭାରତ, ବୌଦ୍ଧ ପ୍ରତିନିଧି ଙ୍କ ସହିତ ସ୍ବତନ୍ତ୍ର ସାକ୍ଷାତକାର ରେ ଅଞ୍ଚଳବାସୀ ଓ ଓଡିଶାର ଉନ୍ନତି ପାଇଁ ନିଜ ବିଭାଗ ଦ୍ବାରା ଯେତେ ସମ୍ଭବ ହେବ ସାହାଯ୍ୟ ସହଯୋଗ କରିବେ ବୋଲି କହିଛନ୍ତି ।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ବସମାଲିକ ସଂଘର ସଭାପତି ସେକ ସେମୁଲା,ସଂପାଦକ ରାଜକିଶୋର ପଟ୍ଟନାୟକ, କୋଷାଧ୍ୟକ୍ଷ ଅନୀଲ ମହାପାତ୍ର, ରାଧାମାଧବ ମିଶ୍ର, ବି କରବି ରାଓ ପ୍ରମୁଖ ସାମିଲ ହୋଇଥିଲେ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.