ETV Bharat / state

Panchayat Polls: ସମସ୍ତ ZP ଜୋନରରୁ ବିଜେଡି ପକ୍ଷରୁ ନାମାଙ୍କନ ଦାଖଲ - Nomination all zp zone in bjd

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଆଜି ବିଜେଡି ପକ୍ଷରୁ ଜିଲ୍ଲାର ସମସ୍ତ 9 ଗୋଟି ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

PanchaytPolls
PanchaytPolls
author img

By

Published : Jan 20, 2022, 10:52 PM IST

ବୌଦ୍ଧ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଆଜି ବିଜେଡି ପକ୍ଷରୁ ଜିଲ୍ଲାର ସମସ୍ତ (9) ନ’ ଗୋଟି ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

PanchaytPolls: ସମସ୍ତ ZP ଜୋନରରୁ ବିଜେଡି ପକ୍ଷରୁ ନାମାଙ୍କନ ଦାଖଲ

ଆସନ୍ତାକାଲି ନାମାଙ୍କନର ଶେଷ ଦିନ ଥିବା ବେଳେ ଆଜି(ଗୁରୁବାର) ବୌଦ୍ଧ ଜିଲ୍ଲାର ସମସ୍ତ 9 ଗୋଟି ଜିଲ୍ଲା ପରିଷଦ ଆସନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଚଳିତ ବର୍ଷ ସମୁଦାୟ 9 ଗୋଟି ଜୋନ ମଧ୍ୟରୁ ସାତ ଜଣ ମହିଳା ଓ ମାତ୍ର ଦୁଇ ଜଣ ପୁରୁଷ ପ୍ରାର୍ଥୀ ଦଳ ତରଫରୁ ନାମାଙ୍କନ ଦାଖଲ କରିଛନ୍ତି ।

ସେହିପରି ଜିଲ୍ଲାର ସମୁଦାୟ 69 ଗୋଟି ପଞ୍ଚାୟତ ରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଥିବା ବେଳେ ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ ଠାରେ ସମିତି ସଭ୍ୟ ପାଇଁ ନାମାଙ୍କନ ବି ଚାଲିଛି । ତେବେ ଚଳିତ ଥର ବିଶେଷ ଭାବରେ ଶିକ୍ଷିତ ମହିଳା ନିର୍ବାଚନ ଋଣାଙ୍ଗନକୁ ଓହ୍ଲାଇଛନ୍ତି ।

ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.