ETV Bharat / state

ବୁଧବାର ଠାରୁ ଲକଡାଉନ, ବିଭିନ୍ନ ବ୍ୟାଙ୍କ ଓ ବଜାରରେ ଅସମ୍ଭାଳ ଭିଡ

author img

By

Published : May 4, 2021, 8:52 PM IST

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଅସମ୍ଭବ ଭିଡ । ବଜାର ଓ ବ୍ୟାଙ୍କରେ ଦେଖିବାକୁ ମିଳୁୁଛି ଲମ୍ବା ଲାଇନ । ଅଧିକ ପଢନ୍ତୁ....

କାଲିଠାରୁ ଲକଡାଉନ, ବିଭିନ୍ନ ବ୍ୟାଙ୍କ ଓ ବଜାରରେ ଅସମ୍ଭବ ଭିଡ
କାଲିଠାରୁ ଲକଡାଉନ, ବିଭିନ୍ନ ବ୍ୟାଙ୍କ ଓ ବଜାରରେ ଅସମ୍ଭବ ଭିଡକାଲିଠାରୁ ଲକଡାଉନ, ବିଭିନ୍ନ ବ୍ୟାଙ୍କ ଓ ବଜାରରେ ଅସମ୍ଭବ ଭିଡକାଲିଠାରୁ ଲକଡାଉନ, ବିଭିନ୍ନ ବ୍ୟାଙ୍କ ଓ ବଜାରରେ ଅସମ୍ଭବ ଭିଡକାଲିଠାରୁ ଲକଡାଉନ, ବିଭିନ୍ନ ବ୍ୟାଙ୍କ ଓ ବଜାରରେ ଅସମ୍ଭବ ଭିଡ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୁଣି ଚିହ୍ନଟ ହେଲେ 98 ଜଣ କୋରୋନା ଆକ୍ରାନ୍ତ। ତେବେ ବୁଧବାର ଠାରୁ ରାଜ୍ୟବ୍ୟାପୀ 14 ଦିନିଆ ଲକଡାଉନ ଆରମ୍ଭ ହେବାକୁ ଯାଉଥିବାବେଳେ ସବୁଆଡେ ଭିଡ ଦେଖିବାକୁ ମିଳୁଛି । ତେବେ ସେହି କ୍ରମରେ ବୌଦ୍ଧରେ ବଜାର ଓ ବିଭିନ୍ନ ବ୍ୟାଙ୍କ ସାମ୍ନାରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି ।

କାଲିଠାରୁ ଲକଡାଉନ, ବିଭିନ୍ନ ବ୍ୟାଙ୍କ ଓ ବଜାରରେ ଅସମ୍ଭବ ଭିଡ

ଜିଲ୍ଲାର ବୌଦ୍ଧ ପୌରାଞ୍ଚଳ ସମେତ ହରଭଙ୍ଗା ଗ୍ରାମ କୋରୋନା ହଟସ୍ପଟ ପାଲଟି ଯାଇଛି । ସଂକ୍ରମିତ ଆଶଙ୍କା ଥିବା ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେପଟେ କିଛି ଅମାନିଆଙ୍କ ଯୋଗୁଁ ସଂକ୍ରମଣ ଅଧିକ ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ଆଉ କିଛି ସମୟ ପରେ ଲକଡାଉନ ଆରମ୍ଭ ହେଉଥିବାରୁ ଆଜି ବୌଦ୍ଧର ବିଭିନ୍ନ ବ୍ୟାଙ୍କ ଓ ଦୋକାନ ବଜାରରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା । ଯାହା ସାଧାରଣରେ ଆଶଙ୍କାକୁ ଆହୁରି ବଢାଇଛି । ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ସଂକ୍ରମଣ ବୃଦ୍ଧି ସାଙ୍ଗକୁ ଦଶରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ମୃତ୍ୟୁ ସାଧାରଣରେ ଆତଙ୍କ ଖେଳାଇ ଦେଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.