ETV Bharat / state

ଅଦିନିଆ ବର୍ଷା ବିଦ୍ୟାଳୟର ବାରଣ୍ଡାରେ ପାଣି - ବୌଦ୍ଧ ପୌରପରିଷଦ ଖବର

ବୌଦ୍ଧ ପୌରପରିଷଦର ଖଲିଆବଗିଚା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବର୍ଷା ପାଣି ଓ ନର୍ଦ୍ଦମା ପାଣିରେ ବେହାଲ ହୋଇପଡୁଛି ବିଦ୍ୟାଳୟ ପରିସର । ଏନେଇ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

khaliabagicha-school-under-water-in-boudh
ଅଦିନିଆ ବର୍ଷା ବିଦ୍ୟାଳୟର ବାରଣ୍ଡାରେ ପାଣି
author img

By

Published : Feb 6, 2020, 9:43 PM IST

ବୌଦ୍ଧ: ଅଦିନିଆ ବର୍ଷା ବିଦ୍ୟାଳୟର ବାରଣ୍ଡାରେ ପାଣି । ଦୀର୍ଘ ପନ୍ଦର ବର୍ଷ ହେଲା ବର୍ଷା ପାଣି ଓ ନର୍ଦ୍ଦମା ପାଣିରେ ବେହାଲ ହୋଇପଡୁଛି ବିଦ୍ୟାଳୟ ପରିସର । ଏନେଇ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ଅଦିନିଆ ବର୍ଷା ବିଦ୍ୟାଳୟର ବାରଣ୍ଡାରେ ପାଣି

ବୌଦ୍ଧ ପୌରପରିଷଦ ଅନ୍ତର୍ଗତ ଖଲିଆବଗିଚା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ବର୍ଷା ପାଣି ଓ ନର୍ଦ୍ଦମା ପାଣି ଯୋଗୁଁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମିବାରେ ଲାଗିଛି । ଏଭଳି ଅବସ୍ଥା ମାସେ କିମ୍ବା ବର୍ଷେ ନୁହେଁ, ଦୀର୍ଘ ପନ୍ଦର ବର୍ଷ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପୌରାଞ୍ଚଳର ଏକ ପ୍ରତିଷ୍ଠିତ ବିଦ୍ୟାଳୟର ଏଭଳି ଅବସ୍ଥା ସମସ୍ତଙ୍କ ମନରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ।

ଏନେଇ ବିଦ୍ୟାଳୟ ପକ୍ଷରୁ ଓ ପରିଚାଳନା କମିଟି ପକ୍ଷରୁ ଅନେକ ଥର ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇପାରୁନାହିଁ । ତୁରନ୍ତ ପ୍ରଶାସନ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଦୀର୍ଘ ପନ୍ଦର ବର୍ଷ ହେଲା ବର୍ଷା ପାଣି ଓ ନର୍ଦ୍ଦମା ପାଣି ରେ ବେହାଲ ହୋଇ ପଡୁଛି ବିଦ୍ୟାଳୟ ପରିସର ।ଏନେଇ ଯେତେ ଗୁହାରୀ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ପୌରପରିଷଦ ଅନ୍ତର୍ଗତ ଖଲିଆବଗିଚା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଏବେ ବର୍ଷା ପାଣି ଓ ନର୍ଦ୍ଦମା ପାଣି ଯୋଗୁଁ ଛାତ୍ରଛାତ୍ରୀ ଙ୍କ ଉପସ୍ଥାନ କମିବାରେ ଲାଗିଛି ।ଏଭଳି ଅବସ୍ଥା ମାସେ କିମ୍ବା ବର୍ଷେ ନୁହେଁ, ଦୀର୍ଘ ପନ୍ଦର ବର୍ଷ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।ତେବେ ପୌରାଞ୍ଚଳର ଏକ ପ୍ରତିଷ୍ଠିତ ବିଦ୍ୟାଳୟର ଏଭଳି ଅବସ୍ଥା ସମସ୍ତଙ୍କ ମନରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ।ଏନେଇ ବିଦ୍ୟାଳୟ ପକ୍ଷରୁ ଓ ପରିଚାଳନା କମିଟି ପକ୍ଷରୁ ଅନେକ ଥର ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି ।ତୁରନ୍ତ ପ୍ରଶାସନ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Body:ଖଲିଆବଗିଚା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କରୁଣ ଚିତ୍ର ।

Conclusion:ବାଇଟ-୧-ସ୍ମୃତି ପଟ୍ଟନାୟକ,ଛାତ୍ରୀ
ବାଇଟ-୨-ପ୍ରଣତି ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.