ETV Bharat / state

ବୌଦ୍ଧରେ ବୃଦ୍ଧି ପାଉଛି ବେଆଇନ ନିଶା କାରବାର - ଜିଲ୍ଲାରେ ବୃଦ୍ଧି ପାଉଛି ବେଆଇନ ନିଶା କାରବାର ଓ ଚୋରା ଚାଲାଣ

ବୌଦ୍ଧ ଜିଲ୍ଲାରେ ଉଦବେଗଜନକ ବେଆଇନ ନିଶା କାରବାର ଓ ଏହାର ଚୋରା ଚାଲାଣ । ଜହର ଚାଷ ପାଇଁ ବଳି ପଡୁଛନ୍ତି ଅଧିକ ନୀରିହ ଲୋକେ । ପଢନ୍ତୁ

ଜିଲ୍ଲାରେ ବୃଦ୍ଧି ପାଉଛି ବେଆଇନ ନିଶା କାରବାର ଓ ଚୋରା ଚାଲାଣ

author img

By

Published : Jun 27, 2022, 12:15 PM IST

ବୌଦ୍ଧ: ଅନ୍ତର୍ଜାତୀୟ ଅବୈଧ ନିଶା ସେବନ ଓ ମାଦକ ଦ୍ରବ୍ୟ କାରବାର ଦିବସ(International day against drug Abuse) ଅବସରରେ ବୌଦ୍ଧ ଜିଲ୍ଲାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବୌଦ୍ଧ ଜିଲ୍ଲାରେ ଉଦବେଗଜନକ ବେଆଇନ ନିଶା କାରବାର ଓ ଏହାର ଚୋରା ଚାଲାଣ । ବିଭିନ୍ନ ସମୟରେ ପୋଲିସ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛି ।

ଜିଲ୍ଲାରେ ବୃଦ୍ଧି ପାଉଛି ବେଆଇନ ନିଶା କାରବାର ଓ ଚୋରା ଚାଲାଣ

ତେବେ ଜଙ୍ଗଲ ଅଞ୍ଚଳରେ ହେଉଥିବା ଏହି ସବୁଜ ଜହର ଚାଷ ଓ ଏହାର ଚୋରା ଚାଲାଣ ପଛରେ ଏକ ବଡ ରାକେଟ କାର୍ଯ୍ୟ କରିବା ସହିତ ନୀରିହ ଲୋକେ ବଳି ପଡୁଛନ୍ତି । ଜନସଚେତନତା ଅଭାବରୁ ଏଭଳି ବେଆଇନ କାରବାର ବୃଦ୍ଧି ପାଉଥିବାରୁ ଏନେଇ ଜିଲ୍ଲା ପ୍ରଶାସନ ମଧ୍ୟ ଚିନ୍ତା ପ୍ରକାଶ କରିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.