ETV Bharat / state

ମନ୍ଦିର-ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଗାଇଡଲାଇନ ଜାରି

ବୌଦ୍ଧ ଜିଲ୍ଲାର ବିଭିନ୍ନ ଦେବାଳୟ ଓ ଶିକ୍ଷାନୁଷ୍ଠାନ ଖୋଲିବାକୁ ଏସଓପି ଜାରି କଲେ ଜିଲ୍ଲାପାଳ । ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ...

Guidelines for the opening of temples and educational institutions
ମନ୍ଦିର-ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଗାଇଡଲାଇନ ଜାରି
author img

By

Published : Jan 7, 2021, 9:27 PM IST

ବୌଦ୍ଧ: ଜିଲ୍ଲାର ଉଚ୍ଚ ଶିକ୍ଷାନୁଷ୍ଠାନ ଓ ଦେବାଳୟ ଗୁଡିକୁ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ଏସଓପି ଜାରି କରିଛନ୍ତି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଥିବା 70ରୁ ଊର୍ଦ୍ଧ୍ବ ଉଚ୍ଚ ଶିକ୍ଷାନୁଷ୍ଠାନ ସହିତ ବିଭିନ୍ନ ମନ୍ଦିର ଗୁଡିକୁ କୋରୋନା ଗାଇଡଲାଇନ ଅନୁଯାୟୀ ଖୋଲିବାକୁ ଗାଇଡଲାଇନ ଜାରି ହୋଇଛି ।

Guidelines for the opening of temples and educational institutions
ମନ୍ଦିର-ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଗାଇଡଲାଇନ ଜାରି

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ନୂତନ ବର୍ଷ ଆରମ୍ଭରୁ ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

ବୁଧବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ପରେ ପ୍ରଶାସନ ପକ୍ଷରୁ ଉକ୍ତ କଲେଜର ହଷ୍ଟେଲ ଗୁଡିକ କିପରି ଖୋଲାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । କୋରୋନା କଟକଣାକୁ କଡାକଡି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.