ETV Bharat / state

ଗନ୍ଧରାଢ଼ୀ ଲୋକକଳା ମହୋତ୍ସବ ଉଦଘାଟିତ - ଗନ୍ଧରାଢୀ ଲୋକକଳା ମହୋତ୍ସବ ଉଦଘାଟିତ

ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି ପ୍ରସିଦ୍ଧ ଗନ୍ଧରାଢୀ ଲୋକକଳା ମହୋତ୍ସବ । ଅଧିକ ପଢ଼ନ୍ତୁ

gandharadhi mahotsav inaugurated in boudh
ଗନ୍ଧରାଢୀ ଲୋକକଳା ମହୋତ୍ସବ ଉଦଘାଟିତ
author img

By

Published : Jun 4, 2022, 1:43 PM IST

ବୌଦ୍ଧ: ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ପ୍ରସିଦ୍ଧ ଗନ୍ଧରାଢୀ ଲୋକକଳା ମହୋତ୍ସବ । ବୌଦ୍ଧ ଜିଲ୍ଲାର ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଗନ୍ଧରାଢୀର ନୀଳମାଧବ ଓ ସିଦ୍ଧେଶ୍ବରଙ୍କ ଜମଜ ମନ୍ଦିର ରେ ପ୍ରଥମ ଥର ପାଇଁ ଏହି ମହୋତ୍ସବ ଆୟୋଜିତ ହୋଇଛି । ପ୍ରଥମଥର ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ ହୋଇଥିବାରୁ କଳାକାର ଓ ସ୍ଥାନୀୟ ଲୋକଙ୍କ ମନରେ ବେଶ ଆନନ୍ଦ ପ୍ରକାଶ ପାଇଛି ।

ଗନ୍ଧରାଢୀ ଲୋକକଳା ମହୋତ୍ସବ ଉଦଘାଟିତ

ମହୋତ୍ସବକୁ ବୌଦ୍ଧ ବିଧାୟକ, ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥିଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଥିଲା । ଉଦଘାଟନୀ ସନ୍ଧ୍ୟାରେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପାରମ୍ପରିକ ନାଚଗୀତ ତାଳେତାଳେ ଝୁମି ଉଠିଥିଲା ପୁରା ପରିବେଶ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.