ETV Bharat / state

ମାଛ ବ୍ୟବସାୟଙ୍କ ଉପରେ ଲକଡାଉନ ଛାଟ - ଲଡ ଡାଉନର ପ୍ରଭାବ

ଲଡଡାଉନର ପ୍ରଭାବ । ମାଛ ବ୍ୟବସାୟରେ କ୍ଷତି ସହୁଛନ୍ତି ବ୍ୟବସାୟୀ । ଅଧିକ ପଢନ୍ତୁ....

fish business loss due to lock lockdown
ମାଛ ବ୍ୟବସାୟଙ୍କ ଉପରେ ଲକଡାଉନ ଛାଟ
author img

By

Published : May 5, 2020, 10:27 PM IST

ବୌଦ୍ଧ: ଜିଲ୍ଲାର ମଧୁରଜଳ ମାଛ ଜିଲ୍ଲା ତଥା ଜିଲ୍ଲା ବାହାରେ ବେଶ ନାଁ ରହିଛି । ମହାନଦୀର ମାଛ ହେଉ କି ବନ୍ଧରେ ଚାଷ ହେଉଥିବା ମାଛ ବଜାରରେ ଏହାର ବେଶ ଚାହିଦା ରହିଛି । କିନ୍ତୁ ଲକଡାଉନର ପ୍ରାୟ ଚାଳିଶ ଦିନ ମଧ୍ୟରେ ଏହି ବ୍ୟବସାୟୀମାନେ କ୍ଷତି ସହିଥିବା କହିଛନ୍ତି । ବଜାରରେ ଦୈନିକ କ୍ବିଣ୍ଟାଲରୁ ଅଧିକ ମାଛର ବ୍ୟବସାୟ ପୂର୍ବରୁ ହେଉଥିବା ବେଳେ ଲକଡାଉନ ସମୟରେ ଏହାର ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ଖସି ଯାଇଛି ।

ମାଛ ବ୍ୟବସାୟଙ୍କ ଉପରେ ଲକଡାଉନ ଛାଟ

ମତ୍ସ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ଆତଙ୍କିତ ନ ହେବାକୁ କୁହାଯାଇଛି । ଏପରିକି ମାଛଚାଷୀଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯାଇଛି । ସେପଟେ ଆନ୍ଧ୍ରରୁ ମାଛ ଆସୁନଥିଲେ ମଧ୍ୟ ମଧୁରଜଳ ମାଛର ବ୍ୟବସାୟରେ ମଧ୍ୟ ଢେର କ୍ଷତି ହେଉଥିବା ବ୍ୟବସାୟୀ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.