ETV Bharat / state

ବାପା କରୁଥିଲା ଗଞ୍ଜେଇ ବେପାର, ପୁଅକୁ ଧରିନେଲା ପୋଲିସ

author img

By

Published : Sep 14, 2020, 8:51 AM IST

Updated : Sep 14, 2020, 9:43 AM IST

ପୋଲିସ ହାବୁଡରୁ ବାପା ଖସିଯିବାରୁ ପୁଅକୁ ଧରି କୋର୍ଟ ଚାଲାଣ କଲା ପୋଲିସ । ଶେଷରେ ଅନନ୍ୟୋପାୟ ହୋଇ ପୁଅର ସପକ୍ଷରେ ଗ୍ରାମବାସୀ ଆସି ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଏହି ଅନ୍ୟାୟର ତଦନ୍ତ ପାଇଁ ଦାବି କରିଛନ୍ତି ।

ବାପା କରୁଥିଲା ଗଞ୍ଜେଇ ବେପାର, ପୁଅକୁ ଧରିନେଲା ପୋଲିସ
ବାପା କରୁଥିଲା ଗଞ୍ଜେଇ ବେପାର, ପୁଅକୁ ଧରିନେଲା ପୋଲିସ

ବୌଦ୍ଧ: ବାପା ଚଳାଇଥିଲା ଗଞ୍ଜେଇ ବେପାର । ପୋଲିସ ହାବୁଡରୁ ବାପା ଖସିଯିବାରୁ ପୁଅକୁ ଧରି କୋର୍ଟ ଚାଲାଣ କଲା ପୋଲିସ । ଶେଷରେ ଅନନ୍ୟୋପାୟ ହୋଇ ପୁଅର ସପକ୍ଷରେ ଗ୍ରାମବାସୀ ଆସି ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଏହି ଅନ୍ୟାୟର ତଦନ୍ତ ପାଇଁ ଦାବି କରିଛନ୍ତି ।

ବାପା କରୁଥିଲା ଗଞ୍ଜେଇ ବେପାର, ପୁଅକୁ ଧରିନେଲା ପୋଲିସ d

ସୂଚନାମୁତାବକ, ବାପା ଚଳାଇଥିଲା ବେଆଇନ ଗଞ୍ଜେଇ ବେପାର । ବାପା ଫେରାର ହେବାରୁ ପୁଅକୁ ଧରି କୋର୍ଟ ଚାଲାଣ କରିଛି । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଛତରଙ୍ଗ ପଞ୍ଚାୟତ ଢୁଙ୍ଗିଆମୁଣ୍ଡା ଗ୍ରାମରେ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ହରଭଙ୍ଗା ପୋଲିସ ଢୁଙ୍ଗିଆମୁଣ୍ଡା ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘରେ ଚଢାଉ କରି 20କେଜି ବେଆଇନ ଗଞ୍ଜେଇ ଜବତ କରିଥିଲା । ତେବେ ଠିକ ସମୟରେ ସମ୍ପୃକ୍ତ ଅଭିଯୁକ୍ତ ଜଣକ ପୋଲିସ ଚକମା ଦେଖାଇ ଫେରାର ମାରିଥିଲା । ପୋଲିସ ଏହାପରେ ଅଭିଯୁକ୍ତଙ୍କ ଦୁଇ ପୁଅ ମଧ୍ୟରୁ ଜଣଙ୍କୁ ଥାନାକୁ ଧରିଆଣି ଅଭିଯୁକ୍ତ ସଜାଇ ରବିବାର କୋର୍ଟ ଚାଲାଣ କରିଥିଲା । ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରି ସନ୍ଧ୍ୟାରେ ଛତରଙ୍ଗ ବାସିନ୍ଦା ବୌଦ୍ଧ ଏସପିଙ୍କୁ ଭେଟି ପ୍ରକୃତ ଅଭିଯୁକ୍ତକୁ ଧରାଯାଇ ନିର୍ଦ୍ଦୋଶ ପ୍ରତି ନ୍ୟାୟ କରିବାକୁ ଦାବି କରିଛନ୍ତି । ବୌଦ୍ଧ ଏସପି ଭି ରଘୁନାଥ ରାଓ ତିନି ଚାରି ଦିନ ମଧ୍ୟରେ ଏହାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ଫେରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Sep 14, 2020, 9:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.