ETV Bharat / state

ଶେଷ ହେଲା ପ୍ରସିଦ୍ଧ ମଞ୍ଚ ନାଟକ ଧନୁଯାତ୍ରା - ବୌଦ୍ଧ ଧନୁଯାତ୍ରା

ଉଦଯାପିତ ହେଲା ଓଡିଶା ପ୍ରସିଦ୍ଧ ଆଧ୍ୟାତ୍ମିକ ମଞ୍ଚ ନାଟକ ଧନୁଯାତ୍ରା । 7 ଦିନ ଧରି ଚାଲିଥିବା ଏହି ନାଟକର ଅନ୍ତିମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବର୍ଷୀୟାନ ଅଭିନେତା ଅଟଳ ବିହାରୀ ପଣ୍ଡା ।

famous stage theatre dhanujatra, boudh dhanujatra, boudh latest news, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧ ଧନୁଯାତ୍ରା, ପ୍ରସିଦ୍ଧ ମଞ୍ଚ ନାଟକ ଧନୁଯାତ୍ରା
ଶେଷ ହେଲା ପ୍ରସିଦ୍ଧ ମଞ୍ଚ ନାଟକ ଧନୁଯାତ୍ରା
author img

By

Published : Dec 17, 2019, 7:59 AM IST

ବୌଦ୍ଧ: ଉଦଯାପିତ ହେଲା ଓଡିଶା ପ୍ରସିଦ୍ଧ ଆଧ୍ୟାତ୍ମିକ ମଞ୍ଚ ନାଟକ ଧନୁଯାତ୍ରା । 7 ଦିନ ଧରି ଚାଲିଥିବା ଏହି ନାଟକର ଅନ୍ତିମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବର୍ଷୀୟାନ ଅଭିନେତା ଅଟଳ ବିହାରୀ ପଣ୍ଡା । ଜିଲ୍ଲାର ପ୍ରସିଦ୍ଧ ଧନୁଯାତ୍ରା ଓ କଂସବଦ୍ଧ ଯାତ୍ରା ଉଦଯାପିତ ହୋଇଛି ।

ଶେଷ ହେଲା ପ୍ରସିଦ୍ଧ ମଞ୍ଚ ନାଟକ ଧନୁଯାତ୍ରା

ଗତ 10 ତାରିଖରୁ ଆରମ୍ଭ ହୋଇଥିବା ଏହି ମଞ୍ଚ ନାଟକକୁ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ସ୍ଥାନୀୟ ଛାପାଖାନା ପଡିଆରେ ପହଞ୍ଚିଥିଲେ । ଚଳିତ ବର୍ଷ ରାଜ୍ୟ ସରକାର ପ୍ରସିଦ୍ଧ ଯାତ୍ରା ଭାବରେ ବୌଦ୍ଧ ଧନୁଯାତ୍ରାକୁ ମାନ୍ୟତା ପ୍ରଦାନ କରିଥିଲେ ।

ପ୍ରାଚୀନ ମଞ୍ଚ ନାଟକକୁ ଉଦ୍‌ଜୀବିତ ରଖିବାରେ ଏହି ଯାତ୍ରାର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । ତେବେ ଉଦଯାପନୀ ଉତ୍ସବରେ କୃଷ୍ଣ, ବଳରାମ ଓ ମହାରାଜା କଂସଙ୍କ ନଗର ଭ୍ରମଣ ଅତି ଚିତ୍ତାକର୍ଷକ ଥିଲା । ଶେଷ ସନ୍ଧ୍ୟାର ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିବା ବେଳେ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲେ ବର୍ଷୀୟାନ ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଉଦଯାପିତ ହେଲା ଓଡିଶା ପ୍ରସିଦ୍ଧ ଆଧ୍ୟାତ୍ମିକ ମଞ୍ଚ ନାଟକ ଧନୁଯାତ୍ରା । ସାତ ଦିନ ଧରି ଚାଲିଥିବା ଏହି ନାଟକର ଅନ୍ତିମ ଦିବସ ର ମୁଖ୍ୟ ଆକର୍ଷଣ ଥିଲେ ବର୍ଷିଆନ ଅଭିନେତା ଅଟଳ ବିହାରୀ ପଣ୍ଡା ।
ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ଧନୁଯାତ୍ରା ଓ କଂସବଧ ଯାତ୍ରା ଉଦଯାପିତ ହୋଇଛି ।ଗତ ଦଶ ତାରିଖରୁ ଆରମ୍ଭ ହୋଇଥିବା ଏହି ମଞ୍ଚ ନାଟକକୁ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ସ୍ଥାନୀୟ ଛାପାଖାନା ପଡିଆରେ ପହଞ୍ଚି ଥିଲେ । ଚଳିତ ବର୍ଷ ରାଜ୍ୟ ସରକାର ପ୍ରସିଦ୍ଧ ଯାତ୍ରା ଭାବରେ ବୌଦ୍ଧ ଧନୁଯାତ୍ରା କୁ ମାନ୍ୟତା ପ୍ରଦାନ କରିଥିଲେ ।ପ୍ରାଚୀନ ମଞ୍ଚ ନାଟକକୁ ଉଦଯିବୀତ କରି ରଖିବାରେ ଏହି ଯାତ୍ରାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଆସିଛି ।ଉଦଯାପନୀ ଉତ୍ସବ ରେ କୃଷ୍ଣ ବଳରାମ ଓ ମହାରାଜା କଂସଙ୍କ ନଗର ଭ୍ରମଣ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା ।ଶେଷ ସଂଧ୍ୟାର ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇଥିବା ବେଳେ ଦର୍ଶକ ଙ୍କ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ଥିଲେ ବର୍ଷିଆନ ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡା ।

Body:ଉଦଯାପିତ ହେଲା ଓଡ଼ିଶାର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ।

Conclusion:ବାଇଟ-୧-ବାବୁଲାଲ ପ୍ରଧାନ,କଂସ ଅଭିନେତା
ବାଇଟ-୨-ଅର୍ପିତା ତ୍ରିପାଠୀ,ଦର୍ଶକ
ବାଇଟ-୩-ଦେବାଙ୍ଗନ ମେହେର, ନାଟ୍ୟ ନିର୍ଦ୍ଦେଶକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.