ETV Bharat / state

ଇଟିଭି ଭାରତ ପ୍ରଭାବ, ବକେୟା ଟଙ୍କା ଫେରି ପାଇଲେ 17 ସୁରକ୍ଷାକର୍ମୀ

ଇଟିଭି ଭାରତରେ ଖବର ପ୍ରସାରଣ ପରେ ବକେୟା ଥିବା ଅଢେଇ ଲକ୍ଷ ଟଙ୍କା ପାଇଲେ 17 ଜଣ ସୁରକ୍ଷା କର୍ମଚାରୀ । ଦୀର୍ଘ ମାସରୁ ବକେୟା ପ୍ରାପ୍ୟକୁ ନେଇ ଟାଳଟୁଳ କରୁଥିଲା ମହାନଦୀ ବ୍ରିଜ ନିର୍ମାଣକାରୀ ସଂସ୍ଥା ।

author img

By

Published : Sep 6, 2019, 8:28 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଇଟିଭି ଭାରତରେ ଖବର ପ୍ରସାରଣର କେଇ ଘଣ୍ଟା ମଧ୍ୟରେ ଦୀର୍ଘ ମାସରୁ ବକେୟା ପ୍ରାପ୍ୟକୁ ନେଇ ଟାଳଟୁଳ କରୁଥିବା କମ୍ପାନୀ ଶେଷରେ କର୍ମଚାରୀଙ୍କ ଟଙ୍କା ପଇଠ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଗତ ଏକ ବର୍ଷରୁ ଅଧିକ ସମୟ ହେଲା ମହାନଦୀ ବ୍ରିଜ ନିର୍ମାଣକାରୀ ସଂସ୍ଥା 17 ଜଣ ସୁରକ୍ଷା କର୍ମଚାରୀଙ୍କ ପ୍ରାପ୍ୟ ଅର୍ଥକୁ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲା । ଏନେଇ ବୌଦ୍ଧ ଶ୍ରମ ଅଧିକାରୀଙ୍କ ନିକଟରେ ଦୀର୍ଘ ଛଅମାସ ହେଲା ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିଲା । ଗୁରବାର ମଧ୍ୟ ଏହି ସଂସ୍ଥା ଟଙ୍କା ନଦେବାକୁ ଚେଷ୍ଟା କରୁଥିବା ବେଳେ ଈଟିଭି ଭାରତ ଘଟଣାସ୍ଥଳରେ ପହଞ୍ଚି ଏ ସମ୍ପର୍କିତ ଖବରକୁ ପ୍ରକାଶ କରିଥିଲା ।

ଇଟିଭି ଭାରତରେ ଖବର ପ୍ରସାରଣପରେ ଶୁକ୍ରବାର ବାଧ୍ୟ ହୋଇ କମ୍ପାନୀ କତ୍ତୃପକ୍ଷ 17 ଜଣ ଗରିବ ଶ୍ରମିକଙ୍କ ବକେୟା ବାବଦ ପ୍ରାପ୍ୟ ଅଢେଇ ଲକ୍ଷ ଟଙ୍କା ଶ୍ରମ ଅଧିକାରୀ ନରେନ୍ଦ୍ର ରାଇକାଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି । ଗରିବ ଶ୍ରମିକମାନେ ନିଜ ସମସ୍ତ ବକେୟା ଟଙ୍କା ପାଇ ବେଶ ଖୁସି ଥିବା ଦେଖିବାକୁ ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ଈଟିଭି ଭାରତ ରେ ଖବର ପ୍ରସାରଣର କେଇ ଘଣ୍ଟା ମଧ୍ୟରେ ଦୀର୍ଘ ମାସରୁ ବକେୟା ପ୍ରାପ୍ୟ କୁ ନେଇ ଟାଳଟୁଳ କରୁଥିବା କମ୍ପାନୀ ଶେଷରେ କର୍ମଚାରୀଙ୍କ ଟଙ୍କା ପଇଠ କଲେ । ଗତ ଏକ ବର୍ଷରୁ ଅଧିକ ସମୟ ହେଲା ମହାନଦୀ ବ୍ରିଜ ନିର୍ମାଣକାରୀ ସଂସ୍ଥା ରଣଜିତ ବିଲ୍ଡକନ ସତର ଜଣ ସୁରକ୍ଷା କର୍ମଚାରୀ ଙ୍କ ପ୍ରାପ୍ୟ ଅର୍ଥ କୁ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲା ।ଏନେଇ ବୌଦ୍ଧ ଶ୍ରମ ଅଧିକାରୀ ଙ୍କ ନିକଟରେ ଦୀର୍ଘ ଛମାସ ହେଲା ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିଲା ।ଗତକାଲି ମଧ୍ୟ ବ୍ରିଜ କମ୍ପାନୀଏଭଳି ଟାଳଟୁଳ କାମ ଆରମ୍ଭ କରିବାକୁ ଚେଷ୍ଟା କରୁଥିବା ବେଳେ ଈଟିଭି ଭାରତ ଘଟଣା ସ୍ଥଳରେ ପହଞ୍ଚି ଏସମ୍ପର୍କିତ ଖବରକୁ ପ୍ରକାଶ କରିଥିଲା ।ଫଳରେ ଶୁକ୍ରବାର ବାଧ୍ୟ ହୋଇ କମ୍ପାନୀ କତ୍ତୃପକ୍ଷ ଉକ୍ତ ସତର ଜଣ ଗରିବ ଶ୍ରମିକଙ୍କ ବକେୟା ବାବଦ ପ୍ରାପ୍ୟ ଅଢେଇ ଲକ୍ଷ ଟଙ୍କା ଶ୍ରମ ଅଧିକାରୀ ନରେନ୍ଦ୍ର ରାଇକାଙ୍କ ଉପସ୍ଥିତି ରେ ପ୍ରଦାନ କରିଛନ୍ତି ।ଆଉ ଗରିବ ଶ୍ରମିକମାନେ ଆଜି ଆନନ୍ଦ ରେ ସମସ୍ତ ଟଙ୍କା ପାଇ ବେଶ ଖୁସି ଥିଲେ ।

Body:ଈଟିଭି ଭାରତରେ ଖବର ପ୍ରସାରଣ ପରେ ବକେୟା ଥିବା ଅଢେଇ ଲକ୍ଷ ଟଙ୍କା ପାଇଲେ ସୁରକ୍ଷା କର୍ମଚାରୀ ।

Conclusion:ବାଇଟ-୧-ବିଭୂତି ଭୂଷଣ ଗିରି, ହିତାଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.