ETV Bharat / state

ନବମ ଶ୍ରେଣୀ ଛାତ୍ରୀ ନିଖୋଜ ମାମଲା, ଆକ୍ସନ ନେବ ପ୍ରଶାସନ

ବୌଦ୍ଧ ଆଢେଣୀଗଡ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ଛାତ୍ରୀ ନିବାସର ଦାୟିତ୍ବରେ ଥିବା ମ୍ୟାଟ୍ରନ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଅଧିକ ପଢନ୍ତୁ...

ନବମ ଶ୍ରେଣୀ ଛାତ୍ରୀ ନିଖୋଜ ମାମଲା, ଆକ୍ସନ ନେବ ପ୍ରଶାସନ
ନବମ ଶ୍ରେଣୀ ଛାତ୍ରୀ ନିଖୋଜ ମାମଲା, ଆକ୍ସନ ନେବ ପ୍ରଶାସନ
author img

By

Published : Jan 14, 2020, 2:12 PM IST

ବୌଦ୍ଧ: ଜିଲ୍ଲା ହରଭଙ୍ଗା ବ୍ଲକ ଆଢେଣୀଗଡ ବିଦ୍ୟାଳୟର ଛାତ୍ରୀ ନିବାସରୁ ନବମ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା । ଦାୟିତ୍ବରେ ଥିବା ପରିଚାଳିକାଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ।

ନବମ ଶ୍ରେଣୀ ଛାତ୍ରୀ ନିଖୋଜ ମାମଲା, ଆକ୍ସନ ନେବ ପ୍ରଶାସନ

ସୂଚନା ଥାଉକି, ବଘିଆପଡା ଅଞ୍ଚଳର ଜନୈକା ଛାତ୍ରୀ ଆଢେଣୀଗଡର ଛାତ୍ରୀ ନିବାସରେ ରହି ପାଠ ପଢୁଥିଲା । କିନ୍ତୁ ହଠାତ ଗତ ଦଶ ତାରିଖରେ ସେ କେଉଁଆଡେ ନିଖୋଜ ହୋଇଯାଇଥିଲା। ତାପର ଦିନ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁରୁଣାକଟକ ଅଧିନରେ ଥିବା ଆଢେଣୀଗଡ ଫାଣ୍ଡିରେ ଏନେଇ ଲିଖିତ ଅଭିଯୋଗ ପରେ ବୌଦ୍ଧ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ।

ନିଖୋଜ ଛାତ୍ରୀକୁ ପୋଲିସ ଉଦ୍ଧାର କରି ସୁଧାର ଗୃହରେ ରଖିଥିବା ସୂଚନା ମିଳିଛି । ଘଟଣାର ତଦନ୍ତ କରି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଛାତ୍ରୀ ନିବାସ ଦାୟିତ୍ବରେ ଥିବା ମ୍ୟାଟ୍ରନଙ୍କ ଅବହେଳାରୁ ଏପରି ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଦର୍ଶାଇ ତାଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ନବମ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା ।ଛାତ୍ରୀ ନିବାସର ଦାୟିତ୍ୱ ରେ ଥିବା ମେଟ୍ରୋନ ଉପରେ ହେବ କାର୍ଯ୍ୟାନୁଷ୍ଠାନ ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଢେଣୀଗଡ ବିଦ୍ୟାଳୟର ଛାତ୍ରୀ ନିବାସରୁ ନବମ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣାରେ ଦାୟିତ୍ୱ ରେ ଥିବା ପରିଚାଳିକା ଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ।ସୂଚନା ଥାଉକି ବଘିଆପଡା ଅଞ୍ଚଳର ଜନୈକା ଛାତ୍ରୀ ଆଢେଣୀଗଡ ର ଛାତ୍ରୀ ନିବାସରେ ରହି ପାଠ ପଢୁଥିଲା ।କିନ୍ତୁ ହଠାତ ଗତ ଦଶ ତାରିଖରେ ସେ କେଉଁଆଡେ ନିଖୋଜ ହୋଇଯାଇଥିଲା ।ତା ପର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରୁଣାକଟକ ଅଧିନରେ ଥିବା ଆଢେଣୀଗଡ ଫାଣ୍ଡି ରେ ଏନେଇ ଲିଖିତ ଅଭିଯୋଗ ପରେ ବୌଦ୍ଧ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ।ସମ୍ପୃକ୍ତ ନିଖୋଜ ଛାତ୍ରୀ କୁ ପୋଲିସ ଉଦ୍ଧାର କରି ସ୍ବଧାର ଗୃହରେ ରଖିଥିବା ସୂଚନା ମିଳିଛି ।ଘଟଣାର ତଦନ୍ତ କରି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଛାତ୍ରୀ ନିବାସ ଦାୟିତ୍ୱ ରେ ଥିବା ମେଟ୍ରୋନ ଙ୍କ ଅବହେଳାରୁ ଏପରି ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଦର୍ଶାଇ ତାଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

Body:ନିଖୋଜ ନବମ ଶ୍ରେଣୀ ଛାତ୍ରୀ ମାମଲାରେ ଆକ୍ସନ ନେବ ପ୍ରଶାସନ ।

Conclusion:ବାଇଟ-୧-ବିନୋଦ ଚନ୍ଦ୍ର ନାୟକ,ସମାଜ ମଙ୍ଗଳ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.