ETV Bharat / state

ସଚିବଙ୍କ ଗସ୍ତ ପରେ ମଧ୍ୟ ଅବ୍ୟବସ୍ଥାରେ ବୌଦ୍ଧ ଚିକିତ୍ସାଳୟ - 5T ସଚିବଙ୍କ ପରିଦର୍ଶନ

5T ସଚିବଙ୍କ ପରିଦର୍ଶନ ପରେ ମଧ୍ୟ ସୁଧୁରିନି ମେଡ଼ିକାଲର ସ୍ଥିତି । ପୂର୍ବଭଳି ରହିଛି ପରିସ୍ଥିତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Oct 31, 2019, 8:49 AM IST

ବୌଦ୍ଧ: ସୁଧୁରୁନି ଡାକ୍ତରଖାନାର ସମସ୍ୟା । ଗାଁ ଗହଳିରୁ ଆସୁଥିବା ରୋଗୀଙ୍କୁ ଠିକ ଭାବେ ସ୍ବାସ୍ଥ୍ୟ ସେବା ମିଳିପାରୁ ନଥିବା ନେଇ ଅଭିଯୋଗ ହୋଇଛି । ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ 5T ସଚିବ ପହଞ୍ଚି ସ୍ବାସ୍ଥ୍ୟ ସେବାକୁ କିଭଳି ଆହୁରି ଭଲ ଭାବେ ଲୋକଙ୍କୁ ଯୋଗାଇ ଦିଆଯିବ ସେନେଇ ତର୍ଜମା କରୁଛନ୍ତି । ବୌଦ୍ଧ ଜିଲ୍ଲାକୁ ମଧ୍ୟ ସଚିବ ଗସ୍ତ କରି ଫେରିଯାଉଛନ୍ତି । କିନ୍ତୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଅବ୍ୟବସ୍ଥା ପୂର୍ବଭଳି ଲାଗି ରହିଛି ।

ସଚିବଙ୍କ ଗସ୍ତ ପରେ ମଧ୍ୟ ଅବ୍ୟବସ୍ଥାରେ ବୌଦ୍ଧ ଚିକିତ୍ସାଳୟ

ଡାକ୍ତରଖାନା ବାରଣ୍ଡାରେ ରୋଗୀ ଚିକିତ୍ସିତ ହେବା ସାଧାରଣ କଥା ହୋଇଛି । ତିନଦିନ ଧରି ଅତ୍ୟନ୍ତ ବିକଳ ଭାବରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ବାରଣ୍ଡାରେ ସମୟ କାଟୁଛନ୍ତି । ଏପଟେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ରୋଗୀଙ୍କୁ ସେବା ଯୋଗାଯାଇ ପାରୁନଥିବା ଚର୍ଚ୍ଚା ହେଉଛି । ତୁରନ୍ତ ଏଦିଗରେ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ସୁଧୁରୁନି ଡାକ୍ତରଖାନାର ସମସ୍ୟା ।ଗାଁ ଗହଳିରୁ ଆସୁଥିବା ରୋଗୀଙ୍କୁ ଠିକ ଭାବେ ସ୍ବାସ୍ଥ୍ୟ ସେବା ମିଳିପାରୁ ନଥିବା ଅଭିଯୋଗ ହୋଇଛି ।
ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ 5T ସଚିବ ପହଞ୍ଚି ସ୍ବାସ୍ଥ୍ୟ ସେବାକୁ କିଭଳି ଆହୁରି ଭଲ ଭାବେ ଲୋକଙ୍କୁ ଯୋଗାଇ ଦିଆଯିବ ସେନେଇ ତର୍ଜମା କରୁଛନ୍ତି ।ବୌଦ୍ଧ ଜିଲ୍ଲାକୁ ମଧ୍ୟ ସଚିବ ଗସ୍ତ କରି ଫେରିଯାଉଛନ୍ତି ।କିନ୍ତୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଅବ୍ୟବସ୍ଥା ପୂର୍ବବତ ଲାଗି ରହିଛି ।ଡାକ୍ତରଖାନା ବରଣ୍ଡାରେ ରୋଗୀ ଚିକିତ୍ସିତ ହେବା ସାଧାରଣ କଥା ହୋଇଛି ।ଦିନ ଦିନ ଧରି ଅତ୍ୟନ୍ତ ବିକଳ ଭାବରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ବରଣ୍ଡାରେ ସମୟ କାଟୁଛନ୍ତି ।ଏପଟେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ରୋଗୀଙ୍କୁ ସେବା ଯୋଗାଯାଇ ପାରୁନଥିବା ଚର୍ଚ୍ଚା ହେଉଛି ।ତୁରନ୍ତ ଏଦିଗରେ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।

Body:ବଦଳି ପାରୁନି ସ୍ବାସ୍ଥ୍ୟ ସେବାର ଚିତ୍ର

Conclusion:ବାଇଟ-୧-ସ୍ବାଧୀନ କହଁର,ରୋଗୀଙ୍କ ସମ୍ପର୍କୀୟ
ବାଇଟ-୨-ଆର୍ତ୍ତତ୍ରାଣ ବିଶି,ରୋଗୀଙ୍କ ସମ୍ପର୍କୀୟ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.