ETV Bharat / state

ଜିଲ୍ଲା ମୁଖ୍ୟ ଡାକ୍ତରଖାନା ବୁଲି ଦେଖିଲେ ବିଧାୟକ ଓ ଜିଲ୍ଲାପାଳ - Development work supervision by mla and collector

ବୌଦ୍ଧ ମୁଖ୍ୟ ଡାକ୍ତରଖାନାର ଏକ ରୋଗୀ ସହାୟକ ଗୃହର ଉଦଘାଟନ ସହିତ ଆର୍ଟ ଅଫ ଲିଭିଙ୍ଗ କାର୍ଯ୍ୟକ୍ରମରେ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରମୁଖ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଅଧିକ ପଢନ୍ତୁ...

development
ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପାରିପାର୍ଶ୍ବିକ ବିକାଶ ନେଇ ଅନୁଧ୍ୟାନ କଲା ପ୍ରଶାସନ
author img

By

Published : Jan 23, 2020, 11:59 PM IST

ବୌଦ୍ଧ: ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପାରିପାର୍ଶ୍ବିକ ଉନ୍ନତି କିଭଳି ହେବ ସେନେଇ ଗୁରୁବାର ଅନୁଧ୍ୟାନ କରିଛନ୍ତି ବିଧାୟକ ଓ ଜିଲ୍ଲାପାଳ । ଡାକ୍ତରଖାନା ଉପରେ 6ଟି ଜିଲ୍ଲାର ରୋଗୀ ନିର୍ଭରଶୀଳ କରୁଥିବାବେଳେ ପ୍ରତ୍ୟେକ ଦିନ 3 ଶହରୁ 4 ଶହ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଖାନାକୁ ଆସୁଛନ୍ତି । ଫଳରେ ଟ୍ରାଫିକ ସମସ୍ୟା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥାକୁ କିଭଳି ଉନ୍ନତ ମାନର କରାଯିବ ସେ ସମ୍ପର୍କରେ ଗୁରୁବାର ଡାକ୍ତରଖାନାର ବିଭିନ୍ନ ଅଞ୍ଚଳକୁ ବୁଲି ଦେଖିଛନ୍ତି ବିଧାୟକ ଓ ଜିଲ୍ଲାପାଳ।

ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପାରିପାର୍ଶ୍ବିକ ବିକାଶ ନେଇ ଅନୁଧ୍ୟାନ କଲା ପ୍ରଶାସନ

ଥାନା ଓ ଡାକ୍ତରଖାନା ମଧ୍ୟରେ ଥିବା ରାସ୍ତାକୁ ଯାତାୟତ ପାଇଁ ନିଷେଧ କରାଯିବ ବୋଲି ସୂଚନା ମିଳିଛି। ଏହି ଅବସରରେ ଏକ ରୋଗୀ ସହାୟକ ଗୃହର ଉଦଘାଟନ ସହିତ ଆର୍ଟ ଅଫ ଲିଭିଙ୍ଗ କାର୍ଯ୍ୟକ୍ରମରେ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପିଡି ସୂର୍ଯ୍ୟ ନାରାୟଣ ଦାସ ପ୍ରମୁଖ ଯୋଗଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପାରିପାର୍ଶ୍ବିକ ଉନ୍ନତି କିଭଳି ହେବ ସେନେଇ ଅନୁଧ୍ୟାନ କରିଛନ୍ତି ବିଧାୟକ ତଥା ପ୍ରଶାସନ ।
ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ଉପରେ ଛ ଗୋଟି ଜିଲ୍ଲାର ରୋଗୀ ନିର୍ଭରଶୀଳ ।ଏଣୁ ପ୍ରତ୍ୟେକ ଦିନ ତିନି ଶହରୁ ଚାରି ଶହ ପର୍ଯ୍ୟନ୍ତ ରୋଗୀ ଓ ରୋଗୀଙ୍କ ସମ୍ପର୍କିୟ ଡାକ୍ତରଖାନାକୁ ଆସୁଛନ୍ତି ।ଫଳରେ ଟ୍ରାଫିକ ସମସ୍ୟା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କୁ କିଭଳି ଉନ୍ନତ ମାନର କରାଯିବ ସେ ସମ୍ପର୍କରେ ଗୁରୁବାର ଡାକ୍ତରଖାନାର ବିଭିନ୍ନ ଅଞ୍ଚଳକୁ ବୁଲି ଦେଖିଛନ୍ତି ବିଧାୟକ ତଥା ଜିଲ୍ଲାପାଳ ।ଥାନା ଓ ଡାକ୍ତରଖାନା ମଧ୍ୟରେ ଥିବା ରାସ୍ତାକୁ ଯାତାୟତ ପାଇଁ ନିଷେଧ କରାଯିବ ବୋଲି ସୂଚନା ମିଳିଛି ।ଏହି ଅବସରରେ ଏକ ରୋଗୀ ସହାୟକ ଗୃହର ଉଦଘାଟନ ସହିତ ଆର୍ଟ ଅଫ ଲିଭିଙ୍ଗ କାର୍ଯ୍ୟକ୍ରମ ରେ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପିଡି ସୂର୍ଯ୍ୟ ନାରାୟଣ ଦାସ ପ୍ରମୁଖ ଯୋଗଦେଇଥିଲେ ।

Body:ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପାରିପାର୍ଶ୍ବିକ ବିକାଶ ପାଇଁ ଚେଷ୍ଟା ।

Conclusion:ବାଇଟ-୧-ସୁଭ୍ରାଂଶୁ ଶେଖର ମିଶ୍ର, ବୁଦ୍ଧିଜୀବୀ
ବାଇଟ-୨-ଲକ୍ଷ୍ମୀ ଧର ସାହୁ, ସିଡିଏମଓ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.