ETV Bharat / state

ମରିଗଲା ମାନବିକତା, 2 ଘଣ୍ଟା ଧରି ରାସ୍ତାରେ ଛଟପଟ ହେଲା ଆହତ ଗାଈ

author img

By

Published : Nov 10, 2019, 5:05 AM IST

ଶନିବାର ରାତିରେ ବୌଦ୍ଧ ସହର ମଝିରେ ପିକଅପ ଭ୍ୟାନ ଧକ୍କାରେ ଏକ ଗାଈ ଗୁରୁତର ଆହତ ହୋଇଥିଲା । ଦୀର୍ଘ 2 ଘଣ୍ଟା ଧରି ରାସ୍ତାରେ ଗାଈ ପଡିବା ସତ୍ତ୍ବେ ବି ଉଦ୍ଧାର ପାଇଁ କେହି ଆସିନଥିଲେ ।

ମରିଗଲା ମାନବିକତା, 2 ଘଣ୍ଟା ଧରି ରାସ୍ତାରେ ପଡି ରହିଲା ଆହତ ଗାଈ

ବୌଦ୍ଧ: ମରିଗଲା ମାନବିକତା । ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ଗୋରୁକୁ ଉଦ୍ଧାର ପାଇଁ ନା ଆସିଲେ ଅଗ୍ନିଶମ ବିଭାଗ, ନା ଆସିଲେ ପ୍ରାଣୀ ଚିକିତ୍ସକ ।

ଶନିବାର ରାତିରେ ବୌଦ୍ଧ ସହର ମଝିରେ ପିକ ଅପ ଭ୍ୟାନ ଧକ୍କାରେ ଏକ ଗାଇ ଗୁରୁତର ଆହତ ହୋଇ ରାସ୍ତା ମଝିରେ ଦୀର୍ଘ ଦୁଇ ଘଣ୍ଟା ଧରି ପଡି ରହିଥିଲା । ଇତି ମଧ୍ୟରେ କିଛି ସ୍ବେଚ୍ଛାସେବୀ ଉକ୍ତ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଆସିନଥିଲେ ।

ମରିଗଲା ମାନବିକତା, 2 ଘଣ୍ଟା ଧରି ରାସ୍ତାରେ ଛଟପଟ ହେଲା ଆହତ ଗାଈ

ଦୁର୍ଘଟଣା ଅଞ୍ଚଳରେ ପ୍ରାୟ ଚାରିଜଣ ଏଲଆଇ(ଲାଇଫ ଷ୍ଟକ ଇନିସପେକ୍ଟର) ରୁହନ୍ତି । କିନ୍ତୁ ବାରମ୍ବାର ସେମାନଙ୍କୁ ଯୋଗାଯୋଗ ସତ୍ତ୍ବେ ବି କେହି ଜଣେ ଘଟଣାସ୍ଥଳକୁ ଆସି ନଥିଲେ । ଶେଷରେ ଦୀର୍ଘ ଦୁଇ ଘଣ୍ଟା ପରେ ଦେବଗଡରୁ ଜଣେ ଚିକିତ୍ସକ ଆସି ମୋବାଇଲ ଲାଇଟରେ ଗାଈର ଚିକିତ୍ସା କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ମରିଗଲା ମାନବିକତା ।ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ଗୋରୁର ଉଦ୍ଧାର ପାଇଁ ନା ଆସିଲେ ଅଗ୍ନିଶମ ବିଭାଗ, ନା ଆସିଲେ ପ୍ରାଣୀ ଚିକିତ୍ସକ ।
ଶନିବାର ରାତି ପ୍ରାୟ ନଟା ବେଳେ ବୌଦ୍ଧ ସହର ମଝିରେ ଥିବା ଟେଲିଫୋନ ବିଭାଗ ସମ୍ମୁଖରେ ଏକ ପିକ ଅଫ ଭ୍ୟାନ ଧକ୍କାରେ ଏକ ଗାଇ ଗୁରୁତର ଆହତ ହୋଇ ରାସ୍ତା ମଝିରେ ଦୀର୍ଘ ଦୁଇ ଘଣ୍ଟା ଧରି ପଡି ରହିଲା ।ଇତି ମଧ୍ୟରେ କିଛି ସ୍ବେଛାସେବୀ ଉକ୍ତ ଦୁର୍ଘଟଣା ସ୍ଥାନରେ ପହଞ୍ଚି ନିକଟରେ ଥିବା ସମସ୍ତ ପ୍ରାଣଘଧ କର୍ମଚାରୀ ଓ ଅଗ୍ନିଶମ ବିଭାଗଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଆସିନଥିଲେ ।ଏଠାରେ ପ୍ରକାଶ ଥାଉକି ଦୁର୍ଘଟଣାଅଞ୍ଚଳରେ ପ୍ରାୟ ଚାରିଜଣ ଏଲ ଆଇ ରହୁଛନ୍ତି ।କିନ୍ତୁ ବାରମ୍ବାର ଏମାନଙ୍କୁ ଯୋଗାଯାଇ ସତ୍ତ୍ୱେ କେହି ଜଣେ ବି ଘଟଣାସ୍ଥଳକୁ ଆସିନଥିଲେ ।ଶେଷରେ ଦୀର୍ଘ ଦୁଇ ଘଣ୍ଟା ପରେ ଦେବଗଡରୁ ଜଣେ ଚିକିତ୍ସକ ଆସି ପହଞ୍ଚି ମୋବାଇଲ ଲାଇଟରେ ଗାଇର ଚିକିତ୍ସା କରିଥିଲେ ।

Body:ମାନବିକତା ଅଭାବରୁ ଗୁରୁତର ହେଲା ଗୋମାତା ।

Conclusion:ବାଇଟ-୧-ପ୍ରକାଶ ଚନ୍ଦ୍ର ବେହେରା, ପ୍ରତ୍ୟକ୍ଷଦର୍ଶୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.