ETV Bharat / state

ରାଧାନଗର ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତି !

author img

By

Published : Dec 7, 2019, 11:34 PM IST

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ପଞ୍ଚାୟତର ଲାଣ୍ଡିବନ୍ଧ ଓ ବଡବାଗବର ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆସିଛି ।

ରାଧାନଗର ପଞ୍ଚାୟତରେ ଦୁର୍ନୀତି
ରାଧାନଗର ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

ବୌଦ୍ଧ: ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ । ଏହି ଅଭିଯୋଗ ହୋଇଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ପଞ୍ଚାୟତର ଲାଣ୍ଡିବନ୍ଧ ଓ ବଡବାଗବର ଗାଁରେ ।

ରାଧାନଗର ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

10 ରୁ 20 ହଜାର ଟଙ୍କା ଲାଞ୍ଚ ନଦେଲେ ହିତାଧିକାରୀଙ୍କୁ ପକ୍କା ଘର ମିଳୁନାହିଁ । ଏପରିକି ଭିକ୍ଷା ବୃତ୍ତି ଓ ବେସାହାରା ହିତାଧିକାରୀଙ୍କୁ ମଧ୍ୟ ଟଙ୍କା ପାଇଁ ବାଧ୍ୟ କରାଯାଉଥିବା ସାଙ୍ଘାତିକ ଅଭିଯୋଗ ହୋଇଛି । ଲାଣ୍ଡିବନ୍ଧ ଓ ବଡବାଗବର ଗାଁରେ ଏଭଳି ଅନେକ ହିତାଧିକାରୀଙ୍କୁ ଟଙ୍କା ନଦେବାରୁ ପଞ୍ଚାୟତ ପକ୍ଷରୁ ଘର ପ୍ରଦାନ କରାଯାଉ ନାହିଁ ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଏପରିକି ହରଭଙ୍ଗା ବିଡିଓଙ୍କୁ ରାଜ୍ୟ ସରକାର ନିଲମ୍ବନ ମଧ୍ୟ କରିସାରିଛନ୍ତି । ଏପରି ଦୁର୍ନୀତିକୁ ନେଇ ବୁଦ୍ଧିଜୀବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ପଞ୍ଚାୟତ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପଞ୍ଚାୟତ ରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ । ପଞ୍ଚାୟତ ରେ କାମ କରୁନି ୫ଟି ମନ୍ତ୍ର ।ଏଭଳି କିଛି ସାଂଘାତିକ ଅଭିଯୋଗ କରିଛନ୍ତି ହିତାଧିକାରୀ ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ପଞ୍ଚାୟତ ର ଲାଣ୍ଡିବନ୍ଧ ଓ ବଡବାଗବର ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ।ଦଶରୁ କୋଡିଏ ହଜାର ଟଙ୍କା ଲାଞ୍ଚ ନଦେଲେ ଇସିସି ତାଲିକାରେ ନା ଥାଇ ମଧ୍ୟ ତଳକୁ ନା ଖସି ହିତାଧିକାରୀଙ୍କୁ ପକ୍କା ଘର ମିଳୁନାହିଁ ।ଏପରିକି ଭିକ୍ଷା ବୃତ୍ତି ଓ ବେସାହାରା ହିତାଧିକାରୀଙ୍କୁ ମଧ୍ୟ ଟଙ୍କା ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି ।ଲାଣ୍ଡିବନ୍ଧ ଓ ବଡବାଗବର ଗାଁରେ ଏଭଳି ଅନେକ ହିତାଧିକାରୀଙ୍କୁ ଏଭଳି ଟଙ୍କା ନଦେବାରୁ ପଞ୍ଚାୟତ ପକ୍ଷରୁ ଘରପ୍ରଦାନ କରାଯାଉ ନାହିଁ ।ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ରେ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ।ଏପରିକି ହରଭଙ୍ଗା ବିଡିଓ ଙ୍କୁ ରାଜ୍ୟ ସରକାର ନିଲମ୍ବନ ମଧ୍ୟ କରିସାରିଛନ୍ତି ।ଏପରି ଦୁର୍ନୀତି କୁନେଇ ବୁଦ୍ଧିଜୀବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ଏ ସମ୍ପର୍କରେ ପଞ୍ଚାୟତ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Body:ରାଧାନଗର ପଞ୍ଚାୟତ ରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ।

Conclusion:ବାଇଟ-୧-ପ୍ରମିଳା ବେହେରା, ଲାଣ୍ଡିବନ୍ଧ
ବାଇଟ-୨-ଗୋବିନ୍ଦ କହଁର, ବଡବାଗବର
ବାଇଟ-୩-ଗଣେଶ କୁମାର ବେହେରା, ବୁଦ୍ଧିଜୀବୀ
ବାଇଟ-୪-ଦ୍ରୌପଦୀ ପ୍ରଧାନ, ଲାଣ୍ଡିବନ୍ଧ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.