ETV Bharat / state

ବୌଦ୍ଧ ଶିକ୍ଷା ବିଭାଗରେ ଦୁର୍ନୀତି ! - ବୌଦ୍ଧ ଖବର

ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗରେ ଦୁର୍ନୀତି ଅଭିଯୋଗ । ସୂଚନା ଅଧିକାର ଆଇନ ବଳରେ ମିଳୁନି ସୂଚନା । ଅଧିକ ପଢନ୍ତୁ...

Corruption allegations against boudha district education department
ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗରେ ଦୁର୍ନୀତି !
author img

By

Published : Apr 24, 2021, 6:53 AM IST

ବୌଦ୍ଧ: ଶିକ୍ଷା ବିଭାଗର ଦୁର୍ନୀତି ବର୍ତ୍ତମାନ ଦାଣ୍ଡରେ ପଡି ହାଟରେ ଗଡୁଛି । ବୌଦ୍ଧ ଜିଲ୍ଲାର ଶିକ୍ଷା ବିଭାଗରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଶିକ୍ଷା ବିଭାଗରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଇଙ୍ଗିତରେ ଚାଲିଛି କାର୍ଯ୍ୟ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ସୂଚନା ଅଧିକାର କର୍ମୀ । ଏକ ନିର୍ଦ୍ଦିଷ୍ଟ ବିଷୟ ସମ୍ପର୍କରେ ସୂଚନା ଅଧିକାର ବଳରେ ତଥ୍ୟ ମଗାଯାଇଥିଲେ ମଧ୍ୟ ତଥା ଅବଧି ପୁରିଯାଇଥିଲେ ସୁଦ୍ଧା ତଥ୍ୟ ମିଳୁନାହିଁ ।

ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗରେ ଦୁର୍ନୀତି !

ଦୁର୍ନୀତିକୁ ଘୋଡାଇବାକୁ ଏଭଳି ଅପଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । ସେପଟେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମୋଟ 140 ଜଣ ଏକ୍ସକେଡର ଶିକ୍ଷକଙ୍କ ଦୀର୍ଘ ଚାରି ବର୍ଷର ଡିଏ ଇନକ୍ରିମେଣ୍ଟ ଓ ପ୍ରଥମ ଛ ମାସର ବକେୟା ଦରମା ମିଳୁନଥିବା ନେଇ ବୌଦ୍ଧ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.