ETV Bharat / state

ଅସ୍ବାସ୍ଥ୍ୟକର ପରିବେଶରେ ଜହ୍ନାପଙ୍ଗ ଉପ ସ୍ବାସ୍ଥ୍ୟକେନ୍ଦ୍ର

ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍ଗର ଉପ ସ୍ବାସ୍ଥ୍ୟକେନ୍ଦ୍ର । ପ୍ରାୟ ଦୁଇ ବର୍ଷ ହେଲା ଏଠାରେ ତାଲା ପଡି ରହିଥିବା ଅଭିଯୋଗ ହୋଇଛି । ଏଥିସହ ଏଠାରେ  ନିଯୁକ୍ତ କର୍ମଚାରୀ ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ରକୁ ନଖୋଲି ମନଇଛା କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ।

author img

By

Published : Aug 28, 2019, 5:51 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ବୌଦ୍ଧ ଜିଲ୍ଲା ଜହ୍ନାପଙ୍ଗର ଉପ ସ୍ବାସ୍ଥ୍ୟକେନ୍ଦ୍ର । ଜନସାଧାରଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସରକାର ବିଭିନ୍ନ ସ୍ଥାନରେ ଖୋଲିଛନ୍ତି ଉପ ସ୍ବାସ୍ଥ୍ୟକେନ୍ଦ୍ର । କିନ୍ତୁ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଭୂତକୋଠୀ ପାଲଟିବାକୁ ବସିଲାଣି ସ୍ବାସ୍ଥ୍ୟ କେନ୍ଦ୍ର ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍ଗ ଗ୍ରାମରେ ଲୋକଙ୍କ ସୁବିଧା ପାଇଁ ସରକାର ଉପ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିଛନ୍ତି । କିନ୍ତୁ ପ୍ରାୟ ଦୁଇ ବର୍ଷ ହେଲା ଏଠାରେ ତାଲା ପଡି ରହିଥିବା ଅଭିଯୋଗ ହୋଇଛି । ଏଥିସହ ଏଠାରେ ନିଯୁକ୍ତ କର୍ମଚାରୀ ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ରକୁ ନଖୋଲି ମନ ଇଛା କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ।

ଏହାଛଡା ଉପ ସ୍ବାସ୍ଥ୍ୟକେନ୍ଦ୍ରଟି ଖୋଲା ଯାଉନଥିବାରୁ ଏହାର ପରିବେଶ ମଧ୍ୟ ଅସ୍ବାସ୍ଥ୍ୟକର ହୋଇ ପଡିଲାଣି । ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଏସମ୍ପର୍କରେ ଆମ ଈଟିଭି ଭାରତ ପ୍ରତିନିଧି ଉପ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ସ୍ବାସ୍ଥ୍ୟକେନ୍ଦ୍ରର କୋଠା ଦୁର୍ବଳ ହୋଇପଡିବା ଯୋଗୁଁ ସେ ମଝିରେ ମଝିରେ ସେଠାରେ କାର୍ଯ୍ୟ କରି ଅନ୍ୟ ସମୟରେ ପରିସର ଗାଁ ଗୁଡିକରେ ପହଞ୍ଚି ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି ବୋଲି କହିଛନ୍ତି । ଏଥିସହ ଅତିଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଉପ ସ୍ବାସ୍ଥ୍ୟ କେନ୍ଦ୍ର । ଜନସାଧାରଣ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସରକାର ବିଭିନ୍ନ ସ୍ଥାନରେ ଖୋଲିଛନ୍ତି ଉପ ସ୍ବାସ୍ଥ୍ୟ କେନ୍ଦ୍ର । କିନ୍ତୁ କର୍ମଚାରୀଙ୍କ ମନୋମୁଖି କାର୍ଯ୍ୟ ଯୋଗୁଁ ଭୂତକୋଠୀ ପାଲଟିବାକୁବସିଲାଣି ସ୍ବାସ୍ଥ୍ୟ କେନ୍ଦ୍ର ।ଏପଟେ ଲୋକଙ୍କ ଅଭିଯୋଗ ପରେ ଅତିଶୀଘ୍ର ଏହି ସମସ୍ୟା ର ସମାଧାନ କରିବେ ବୋଲି ଏହା ଦାୟିତ୍ୱ ରେ ଥିବା କର୍ମଚାରୀ କହିଛନ୍ତି ।
ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍ଗ ଗ୍ରାମରେ ଲୋକଙ୍କ ସୁବିଧା ପାଇଁ ସରକାର ଉପ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିଛନ୍ତି ।କିନ୍ତୁ ପ୍ରାୟ ଦୁଇ ବର୍ଷ ହେଲା ଏଠାରେ ତାଲାପଡି ଥିବା ଅଭିଯୋଗ ହୋଇଛି ।ଏଠାରେ ନିଯୁକ୍ତ କର୍ମଚାରୀ ଏହି ଉପ ସ୍ବାସ୍ଥ୍ୟ କେନ୍ଦ୍ର କୁ ନ ଖୋଲି ମନ ଇଛା କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ।ଏହାଛଡା ଏହା ଖୋଲା ଯାଉ ନଥିବାରୁ ଏହାର ପରିବେଶ ମଧ୍ୟ ଅସ୍ବାସ୍ଥ୍ୟକର ହୋଇ ପଡିଲାଣି ।ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।ଏପଟେ ଈଟିଭି ଭାରତ କୁ ଦାୟିତ୍ୱ ରେ ଥିବା କର୍ମଚାରୀ କହିଛନ୍ତି ଯେ ସ୍ବାସ୍ଥ୍ୟ କେନ୍ଦ୍ର ର କୋଠା ଦୁର୍ବଳ ହୋଇ ପଡିବା ଯୋଗୁଁ ସେ ମଝିରେ ମଝିରେ ସେଠାରେ କାର୍ଯ୍ୟ କରି ଅନ୍ୟ ସମୟରେ ତାର ପରିସର ଗାଁ ଗୁଡିକରେ ପହଞ୍ଚି ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି ।

Body:ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଜହ୍ନାପଙ୍ଗ ଉପସ୍ବାସ୍ଥ୍ୟ କେନ୍ଦ୍ର ।

Conclusion:ବାଇଟ-୧-ସୁଭ୍ରାଂଶୁ ଶେଖର ମିଶ୍ର, ଜହ୍ନାପଙ୍ଗବାସୀ
ବାଇଟ-୨-ପାର୍ଥ ପ୍ରଧାନ, ଅଞ୍ଚଳବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.