ETV Bharat / state

କୋରୋନା କଟକଣାକୁ ନେଇ ଗ୍ରାମବାସୀ ଓ ପଞ୍ଚାୟତ ପ୍ରଶାସନ ମୁହାଁମୁହିଁ - ବୌଦ୍ଧ

ବୌଦ୍ଧରେ କୋରୋନା ମାମଲା ଥମିବାର ନାମ ନେଉନଥିବା ବେଳେ ନାରାୟଣନଗର ଗ୍ରାମବାସୀ ଓ ପଞ୍ଚାୟତ ପ୍ରଶାସନ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି ।

corona
କୋରୋନା କଟକଣାକୁ ନେଇ ଗ୍ରାମବାସୀ ଓ ପଞ୍ଚାୟତ ପ୍ରଶାସନ ମୁହାଁମୁହିଁ
author img

By

Published : Aug 19, 2020, 7:59 AM IST

ବୌଦ୍ଧ: କୋରୋନା ସଂକ୍ରମଣକୁ ନେଇ ଗ୍ରାମବାସୀ ଓ ପଞ୍ଚାୟତ ପ୍ରଶାସନ ମୁହାଁମୁହିଁ । ବୌଦ୍ଧରେ କୋରୋନା ମାମଲା ଥମିବାର ନାମ ନେଉନଥିବା ବେଳେ ନାରାୟଣନଗର ଗ୍ରାମବାସୀ ଓ ପଞ୍ଚାୟତ ପ୍ରଶାସନ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି ।

corona
କୋରୋନା କଟକଣାକୁ ନେଇ ଗ୍ରାମବାସୀ ଓ ପଞ୍ଚାୟତ ପ୍ରଶାସନ ମୁହାଁମୁହିଁ

ବୌଦ୍ଧ ଜିଲ୍ଲାର କୋରୋନା ହଟସ୍ପଟ ନାରାୟଣନଗର ଗାଁରେ ସ୍ଥିତି ବର୍ତ୍ତମାନ ଅଣାୟତ୍ତ ହେବାରେ ଲାଗିଛି । ମଙ୍ଗଳବାର ଜିଲ୍ଲାରେ ଚିହ୍ନଟ ନୂତନ ୫୩ ଆକ୍ରାନ୍ତଙ୍କ ସହ ଜିଲ୍ଲାର ସମୁଦାୟ ଆକ୍ରାନ୍ତ ସଂଖ୍ୟା ୪୮୨ରେ ପହଞ୍ଚିଛି । ସେପଟେ କେବଳ ନାରାୟଣନଗର ଗାଁରୁ ମଙ୍ଗଳବାର ୪୭ ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩ ପହଞ୍ଚିଛି ।

ଯାହାକୁ ନେଇ ପଞ୍ଚାୟତ ପକ୍ଷରୁ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । କିନ୍ତୁ ଅମାନିଆ ଲୋକଙ୍କ ପାଇଁ ପୋଲିସ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯିବାରୁ ଗ୍ରାମବାସୀ ମିଳିତ ଭାବେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ସ୍ଥାନୀୟ ସରପଞ୍ଚଙ୍କ କୋଭିଡ ସମ୍ପର୍କରେ ବିଭିନ୍ନ ମନ୍ତବ୍ୟ ଯୋଗୁଁ ସରପଞ୍ଚ ରାଜେନ୍ଦ୍ର ମେହେର ନୈତିକତା ଦୃଷ୍ଟିରୁ ଆଗାମୀ ତିନି ମାସ ମଧ୍ୟରେ ଇସ୍ତଫା ପ୍ରଦାନ କରିବାକୁ ଲିଖିତ ଭାବେ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.