ETV Bharat / state

ରାଜ୍ୟସ୍ତରୀୟ ତୀରନ୍ଦାଜ ଚମ୍ପିଆନସିପରେ କୃତୀ 4 ଖେଳାଳୀଙ୍କୁ ସମ୍ବର୍ଦ୍ଧନା - ବୌଦ୍ଧ ତୀରନ୍ଦାଜ ଖେଳାଳି

ରାଜ୍ୟ ତୀରନ୍ଦାଜ ଚମ୍ପିଆନସିପରେ ଚମକିଲେ ବୌଦ୍ଧ ଜିଲ୍ଲାର 4 ପ୍ରତିଯୋଗୀ । ମଙ୍ଗଳବାର 4ଜଣ କୁନି ବିଜେତା ଖେଳାଳିଙ୍କୁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଛି ।

Boudh: four players shines in state level archery championship
ରାଜ୍ୟ ସ୍ତରୀୟ ତୀରନ୍ଦାଜ, କୃତୀ 4 ଖେଳାଳୀଙ୍କୁ ସମ୍ବର୍ଦ୍ଧନା
author img

By

Published : Feb 23, 2021, 10:37 PM IST

Updated : Feb 23, 2021, 11:05 PM IST

ବୌଦ୍ଧ: ରାଜ୍ୟ ତୀରନ୍ଦାଜ ଚମ୍ପିଆନସିପରେ ଚମକିଲେ ବୌଦ୍ଧ ଜିଲ୍ଲାର 4 ପ୍ରତିଯୋଗୀ । ମଙ୍ଗଳବାର 4ଜଣ କୁନି ବିଜେତା ଖେଳାଳିଙ୍କୁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଛି । ରାଜ୍ୟ ସ୍ତରରେ ଦମ ଦମ ଦେଖାଇଛନ୍ତି 4 କୃତୀ ତୀରନ୍ଦାଜ ଖେଳାଳୀ ।

ରାଜ୍ୟସ୍ତରୀୟ ତୀରନ୍ଦାଜ ଚମ୍ପିଆନସିପରେ କୃତୀ 4 ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା 22 ତମ ରାଜ୍ୟ ତୀରନ୍ଦାଜ ଚମ୍ପିଆନସିପ ।

ବୌଦ୍ଧ ଜିଲ୍ଲାରୁ 17 ଜଣ ଖେଳାଳି ଏହି ରାଜ୍ୟ ସ୍ତରୀୟ ଚମ୍ପିଆନସିପରେ ଭାଗନେଇଥିଲେ। ତନ୍ମଧ୍ୟରୁ ଏହି 4ଜଣ ଖେଳାଳୀ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

ବିନା ସରକାରୀ ପ୍ରୋତ୍ସାହନରେ ଜିଲ୍ଲା ତୀରନ୍ଦାଜ ଆସୋସିଏସନର ଏହି ସଫଳତା କ୍ରୀଡା ପ୍ରେମୀ ମହଲରେ ଆନନ୍ଦ ଖେଳାଇ ଦେଇଛି । ସେପଟେ ଜିଲ୍ଲା ତୀରନ୍ଦାଜ ଆସୋସିଏସନର ପ୍ରତିଷ୍ଠାତା ରାଜ୍ୟ ତୀରନ୍ଦାଜ ଟିମର ମ୍ୟାନେଜର ଭାବରେ ଜାତୀୟ ସ୍ତରରେ ପ୍ରତିନିଧିତ୍ଵ କରିବେ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Feb 23, 2021, 11:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.