ETV Bharat / state

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ମିଳିଲା ଅଧିକ ଅର୍ଥ, ସ୍ବାଗତ କଲେ ବୌଦ୍ଧବାସୀ - ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ 891 କୋଟି ଟଙ୍କାର ଅର୍ଥ ବ୍ୟୟ ବରାଦ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଧିକ ଅର୍ଥ ବ୍ୟୟ ବ୍ୟରାଦ କରିବା ସହ ନୂତନ ଗୋପାଳପୁର ସମ୍ବଲପୁର ରେଳପଥକୁ ମଞ୍ଜୁରୀ ପ୍ରଦାନ ପରେ ବୌଦ୍ଧ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଏକଦା ରେଳପଥ ବିହୀନ ଜିଲ୍ଲା ଭାବରେ ପରିଚିତ ଜିଲ୍ଲାରେ ରେଳପଥ ତ୍ବରିତ ବେଗରେ ସମ୍ପୂର୍ଣ୍ଣ ପାଇଁ ଅଧିକ ଅର୍ଥର ଘୋଷଣା ପରେ ଜିଲ୍ଲାରେ ଆନନ୍ଦ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ଅଧିକ ଟଙ୍କା ମିଳିବାକୁ ସ୍ବାଗତ କଲେ ବୌଦ୍ଧ ବାସୀ

author img

By

Published : Feb 4, 2022, 11:05 AM IST

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଧିକ ଅର୍ଥ ବ୍ୟୟ ବ୍ୟରାଦ କରିବା ସହ ନୂତନ ଗୋପାଳପୁର ସମ୍ବଲପୁର ରେଳପଥକୁ ମଞ୍ଜୁରୀ ପ୍ରଦାନ ପରେ ବୌଦ୍ଧ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଏକଦା ରେଳପଥ ବିହୀନ ଜିଲ୍ଲା ଭାବରେ ପରିଚିତ ଜିଲ୍ଲାରେ ରେଳପଥ ତ୍ବରିତ ବେଗରେ ସମ୍ପୂର୍ଣ୍ଣ ପାଇଁ ଅଧିକ ଅର୍ଥର ଘୋଷଣା ପରେ ଜିଲ୍ଲାରେ ଆନନ୍ଦ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲା ଦେଇ ନିର୍ମାଣଧିନ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ବୁଧବାର କେନ୍ଦ୍ର ରେଳମନ୍ତ୍ରୀ ଅଧିକ 891 କୋଟି ଟଙ୍କାର ଅର୍ଥ ବ୍ୟୟ ବରାଦ ଘୋଷଣା ପରେ ଏହାର ସମ୍ପୂର୍ଣ୍ଣ ତ୍ବରିତ ବେଗରେ ହେବ ବୋଲି ସମ୍ଭାବନା ପ୍ରକାଶ ପାଇଛି ।

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ଅଧିକ ଟଙ୍କା ମିଳିବାକୁ ସ୍ବାଗତ କଲେ ବୌଦ୍ଧ ବାସୀ

ଏହି ରେଳପଥର ସର୍ବାଧିକ ରାସ୍ତା କେବଳ ବୌଦ୍ଧ ଜିଲ୍ଲା ଦେଇ ଯାଉଥିଲେ ମଧ୍ୟ ଏହାର ଯଥେଷ୍ଟ ଅଗ୍ରଗତି ହୋଇପାରି଼ୁ ନାହିଁ । ରେଳପଥ ଉଭୟ ପଡୋଶୀ ନୟାଗଡ ଓ ସୋନପୁର ଜିଲ୍ଲାରେ ଯଥେଷ୍ଟ ଅଗ୍ରଗତି ହୋଇଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାର ତିନୋଟି ପର୍ଯ୍ୟାୟ ମଧ୍ୟରୁ ଚାରିଛକରୁ ବାଣୀଗୋଛା ପର୍ଯ୍ୟନ୍ତ ରାସ୍ତାର ଅଡୁଆ ଅଦ୍ୟାବଧି ତୁଟିପାରୁ ନାହିଁ । ଏପଟେ ଆଉ ଏକ ନୂତନ ରେଳପଥ ଗୋପାଳପୁର ଠାରୁ ସମ୍ବଲପୁରକୁ ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ଦେବାପରେ ଉଭୟ ବୌଦ୍ଧ କନ୍ଧମାଳ ଜିଲ୍ଲାରେ ଆନନ୍ଦ ପ୍ରକାଶ ପାଇଛି ।

ତେବେ ଜିଲ୍ଲାରେ ଏହି ବହୁ ପ୍ରତୀକ୍ଷିତ ରେଳପଥ ତ୍ବରାନ୍ବିତ ବେଗରେ କାର୍ଯ୍ୟ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି । ଏହା ହେବା ଦ୍ବାରା ଜିଲ୍ଲାରେ ଗମନାଗମନ ସୁଗମ ହେବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.