ETV Bharat / state

ବିଜେପିର ଯୁବ କର୍ମୀଙ୍କୁ ନୃଶଂସ ହତ୍ୟା, ନିରପେକ୍ଷ ତଦନ୍ତ ଦାବି

ବୌଦ୍ଧରେ ବିଜେପି ଯୁବ କର୍ମୀଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ନିରପେକ୍ଷ ତଦନ୍ତ ଦାବି ପାଇଁ ଦାବି କରାଯାଇଛି । କଣ୍ଟାମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

author img

By

Published : Jul 25, 2020, 3:57 AM IST

ବିଜେପିର ଯୁବ କର୍ମୀଙ୍କୁ ନୃଶଂସ ହତ୍ୟା, ନିରପେକ୍ଷ ତଦନ୍ତ ଦାବି
ବିଜେପିର ଯୁବ କର୍ମୀଙ୍କୁ ନୃଶଂସ ହତ୍ୟା, ନିରପେକ୍ଷ ତଦନ୍ତ ଦାବି

ବୌଦ୍ଧ: ବିଜେପି ଯୁବ କର୍ମୀ ଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ସେହିପରି ଜଣେ ବିଦ୍ୟୁତ ବିଭାଗର ଯୁବ କର୍ମଚାରୀଙ୍କ ସହକର୍ମୀଙ୍କ ଅବହେଳାରୁ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଭାରତୀୟ ଜନତା ପାର୍ଟିର ଜଣେ ଯୁବ କର୍ମୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ସିଆଲଝୁଲି ଗ୍ରାମର ଯୁବ ବିଜେପି କର୍ମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଶୁକ୍ରବାର ଆମ୍ବଗାଁ ନିକଟସ୍ଥ ଲଣ୍ଡାବାହାଲ ନାଳ ନିକଟରୁ ଉଦ୍ଧାର ହୋଇଛି । କଣ୍ଟାମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ଗୁରୁବାର ସକାଳେ ବୁଢୀ ଜେଜେମା ମୃତ୍ୟୁ ବରଣ କରିଥିବା ବେଳେ ସଂଧ୍ୟାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବ ନାତିର ମୃତ୍ୟୁ ହୋଇଛି । ମୁଣ୍ଡାପଡା ଗ୍ରାମର ଯୁବ ବିଦ୍ୟୁତ କର୍ମଚାରୀ ଟୁଲୁ କୁମ୍ଭାର ସଂଧ୍ୟାରେ ବିଦ୍ୟୁତ ତାର ସଂଯୋଗ କରୁଥିବା ସମୟରେ ନିଜ ସହକର୍ମୀଙ୍କ ଅସାବଧାନତା ହେତୁ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.