ETV Bharat / state

ବନ୍ୟା କ୍ଷତିଗ୍ରସ୍ତ ମରାମତିରେ ବିଧାୟକଙ୍କ ଭୂମିକା ନେଇ ବିଜେପିର ପ୍ରେସମିଟ - ବନ୍ୟା କ୍ଷତିଗ୍ରସ୍ତ ମରାମତି କାର୍ଯ୍ୟରେ ବିଧାୟକଙ୍କ ସଂପକ୍ତି

ବୌଦ୍ଧ ଜିଲ୍ଲାରେ ବନ୍ୟା କ୍ଷତିଗ୍ରସ୍ତ ମରାମତି ପାଇଁ ଆସିଥିବା ଟଙ୍କାରେ ସ୍ଥାନୀୟ ବିଧାୟକଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଛି ବିଜେପି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ...

ବନ୍ୟା କ୍ଷତିଗ୍ରସ୍ତ ମରାମତି କାର୍ଯ୍ୟରେ ବିଧାୟକଙ୍କ ଭୂମିକା କୁନେଇ ବିଜେପିର ପ୍ରେସମିଟ

author img

By

Published : Jul 16, 2020, 7:48 PM IST

ବୌଦ୍ଧ:ଏଫଡିଆର ଫଣ୍ଡକୁ ନେଇ କଣ୍ଟାମାଳ ବିଜେପିର ସାମ୍ବାଦିକ ସମ୍ମିଳନୀ । ବନ୍ୟା କ୍ଷତିଗ୍ରସ୍ତ ମରାମତି ପାଇଁ ଆସିଥିବା ଟଙ୍କା ଓ ସରକାରୀ କାର୍ଯ୍ୟରେ ସ୍ଥାନୀୟ ବିଧାୟକଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଛି ବିଜେପି ।ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ପ୍ରଶ୍ନ କରିଛନ୍ତି ।

ବନ୍ୟା କ୍ଷତିଗ୍ରସ୍ତ ମରାମତି କାର୍ଯ୍ୟରେ ବିଧାୟକଙ୍କ ଭୂମିକା କୁନେଇ ବିଜେପିର ପ୍ରେସମିଟ

ଗତ ବର୍ଷ ପ୍ରଳୟଙ୍କରୀ ବନ୍ୟାରେ ମହାନଦୀ, ତେଲ,ସାଲୁଙ୍କୀ, ବାଘ ନଦୀରେ ବନ୍ୟା ଜଳ ଆସି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟାଇଥିଲା । ଏଥିରେ ବିଶେଷ ପ୍ରଭାବିତ ହୋଇଥିଲା କଣ୍ଟାମାଳ ବ୍ଲକ । କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ରାସ୍ତା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସରକାର ଏଫଡିଆର ବା ଫ୍ଲଡ ଡେମେଜ ରିପ୍ୟାରିଂ ପାଇଁ ଟଙ୍କାର ବ୍ୟବସ୍ଥା କରିଥିଲେ । ଏହି ବାବଦରେ କେବଳ କଣ୍ଟାମାଳ ବ୍ଲକ ପାଇଁ 3 କୋଟି 92 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏସଡିଆରଏଫରୁ ମିଳିଥିବା ଏହି ସହାୟତା ସରକାରୀ ସ୍ତରରେ ଖର୍ଚ୍ଚର ବ୍ୟବସ୍ଥା ରହିଥିଲେ ମଧ୍ୟ କଣ୍ଟାମାଳ ବିଧାୟକଙ୍କ ଭୂମିକା କୁନେଇ ପ୍ରଶ୍ନ ଉଠାଇଛି କଣ୍ଟାମାଳ ବିଜେପି ।ଏଥିସହିତ କୋଭିଡ ସମୟରେ ସରକାରଙ୍କ ଧାର୍ଯ୍ୟ ଫାଇନ ଠାରୁ ଅଧିକ ଅର୍ଥ ଆଦାୟ କରାଯାଉଥିବା ମଧ୍ୟ ଅଭିଯୋଗ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.