ETV Bharat / state

କଣ୍ଟାମାଳରେ ଏଫଡିଆର ଫଣ୍ଡରେ ଭୂତରାସ୍ତା ନିର୍ମାଣ ଅଭିଯୋଗ - Allegations of FDR fund scandal in Kantamal

କଣ୍ଟାମାଳରେ ଫଡିଆର ଫଣ୍ଡକୁ ନେଇ ବଢିବାରେ ଲାଗିଛି ବିବାଦ । ଏହି ଫଣ୍ଡରେ ବିଭିନ୍ନ ଭୂତ ରାସ୍ତା ନିର୍ମାଣ ହେଉଥିବା ଅଭିଯୋଗ କରି ବିଜେପି ପକ୍ଷରୁ ସିଧାସଳଖ କଣ୍ଟାମାଳ ବିଧାୟକଙ୍କଆଡକୁ ଆଙ୍ଗୁଠି ଉଠାଯାଇଛି । ଅଧିକ ପଢନ୍ତୁ...

କଣ୍ଟାମାଳରେ ଏଫଡିଆର ଫଣ୍ଡରେ ଭୂତରାସ୍ତା ନିର୍ମାଣ ଅଭିଯୋଗ

author img

By

Published : Feb 1, 2021, 7:58 AM IST

ବୌଦ୍ଧ: ଫଡିଆର ଫଣ୍ଡକୁ ନେଇ ବାରମ୍ବାର ଦେଖାଦେଉଛି ବିବାଦ । ଗତବର୍ଷ ମହାନଦୀ ଓ ତେଲନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଅନେକ ନଦୀ କୂଳିଆ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ରାସ୍ତା ଘାଟ ଧୋଇ ହୋଇ ନଷ୍ଟ ହୋଇଯାଇଥିଲା । ଏସବୁ କ୍ଷୟକ୍ଷତିର ସ୍ଥାୟୀ ପ୍ରତିକାର ପାଇଁ ସରକାର ଏଫଡିଆର ଫଣ୍ଡ ଯୋଗାଇ ଦେଇଥିଲେ ।

କଣ୍ଟାମାଳରେ ଏଫଡିଆର ଫଣ୍ଡରେ ଭୂତରାସ୍ତା ନିର୍ମାଣ ଅଭିଯୋଗ

ତେବେ ପୂର୍ବରୁ ବାରମ୍ବାର ଏହି ଏଫଡିଆର ଫଣ୍ଡର ବିନିଯୋଗ କୁନେଇ ବିଜେପି ପକ୍ଷରୁ ଆପତ୍ତି ଉଠା ଯାଇଥିବା ବେଳେ ବର୍ତ୍ତମାନ ପୁଣି ଥରେ ଏହି ଫଣ୍ଡରେ ବିଭିନ୍ନ ଭୂତ ରାସ୍ତା ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି । ବିଜେପି ପକ୍ଷରୁ ଏନେଇ ସିଧାସଳଖ କଣ୍ଟାମାଳ ବିଧାୟକଙ୍କ ଆଡକୁ ଆଙ୍ଗୁଠି ଉଠାଯାଇଛି । ଏପଟେ ବିଧାୟକ କଣ୍ଟାମାଳ ଅଞ୍ଚଳରେ ବିକାଶର କଥା କହି ନିଜର ପ୍ରତିକ୍ରିୟା ରଖିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.