ETV Bharat / state

ଅଧାରେ ରହିଲା ଦେବ ଦର୍ଶନ, ଗାଧୋଇବାକୁ ଯିବା ବାଟରେ ଚାଲିଗଲା 2 ଜୀବନ

author img

By

Published : Sep 17, 2020, 8:08 AM IST

Updated : Sep 17, 2020, 2:03 PM IST

ବିଶ୍ବକର୍ମା ପୂଜା ଅବରସରେ ଗାଧୋଇବାକୁ ଯାଇ ସଡକ ଦୁର୍ଘଟଣାରେ ମୃତ୍ୟୁ । ବୁଧବାର ଜିଲ୍ଲାରେ ତିନୋଟି ପୃଥକ ସଡକ ଦୁର୍ଘଟଣାରେ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 4ଜଣ ଆହତ ହୋଇଛନ୍ତି ।

Vishwakarma Darshan
Vishwakarma Darshan

ବୌଦ୍ଧ: ବିଶ୍ବକର୍ମା ପୂଜା ଅବରସରେ ଗାଧୋଇବାକୁ ଯାଇ ସଡକ ଦୁର୍ଘଟଣାରେ ମୃତ୍ୟୁ । ବୁଧବାର ଜିଲ୍ଲାରେ ତିନୋଟି ପୃଥକ ସଡକ ଦୁର୍ଘଟଣାରେ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 4ଜଣ ଆହତ ହୋଇଛନ୍ତି ।

Vishwakarma Darshan
ସଡକ ଦୁର୍ଘଟଣାରେ ଆହାତ

ପ୍ରତ୍ୟେକ ଦିନ ସଡକ ଦୁର୍ଘଟଣାରେ ଧନଜୀବନ କ୍ଷୟ କ୍ଷତି ହେଉଥିବା ବେଳେ ଡେଥ ଜୋନ ହୋଇଛି ସଡକ । ଗତ ମଙ୍ଗଳବାର ତିନୋଟି ପୃଥକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ସେହିପରି ତିନୋଟି ପୃଥକ ସଡକ ଦୁର୍ଘଟଣାରେ 2ଜଣଙ୍କ ମୃତ୍ୟୁ ହେବା ସହ 4 ଜଣ ଆହତ ହୋଇଛନ୍ତି ।

ଅଧାରେ ରହିଲା ଦେବ ଦର୍ଶନ, ଗାଧୋଇବାକୁ ଯିବା ବାଟରେ ଚାଲିଗଲା 2 ଜୀବନ

ସୂଚନାମୁତାବକ, ବୁଧବାର ବିଶ୍ବକର୍ମା ଅବସରରେ ଠାକୁର ଦର୍ଶନ ପାଇଁ ପ୍ରସ୍ତୁତ ହେବାକୁ ମହାନଦୀକୁ ଗାଧେଇବାକୁ 2 ସାଙ୍ଗ ସ୍କୁଟିରେ ଯାଉଥିବା ବେଳେ ହରଭଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଘଟିଥିଲା ସଡକ ଦୁର୍ଘଟଣା । ତଳଗାଁ ପଞ୍ଚାୟତର ଜଣେ ନାବାଳକ ଏକ ବାଇକରେ ଆସି ହଠାତ ବାଡେଇ ହେବାରୁ ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ସ୍କୁଟିରେ ବସିଥିବା ଦୁଇ ସାଙ୍ଗକୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନା ଅଣାଯାଉଥିବା ସମୟରେ ସ୍କୁଟି ଚାଳକଙ୍କ ହୋଇଥିଲେ । ସ୍କୁଟି ପଛରେ ବସିଥିବା ଦିବ୍ୟାଙ୍ଗ ଯୁବକକୁ ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Last Updated : Sep 17, 2020, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.