ETV Bharat / state

ବୌଦ୍ଧରୁ ୬୨ ଶିଶୁ ଶ୍ରମିକ ଉଦ୍ଧାର - ବୌଦ୍ଧ

ପରୀ-୩ କାର୍ଯ୍ୟକ୍ରମର ସମିତି ସହ ଶିଶୁ ସୁରକ୍ଷା, ପୋଲିସ ଓ ଶ୍ରମ ବିଭାଗର ମିଳିତ ଉଦ୍ୟମରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇ ୬୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Aug 1, 2019, 11:21 PM IST

ବୌଦ୍ଧ: ବିଭିନ୍ନ ବିପଦସଙ୍କୁଳ ସ୍ଥାନରେ କାର୍ଯ୍ୟରତ ୬୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ବୌଦ୍ଧ ଜିଲ୍ଲା ଶିଶୁ ମଙ୍ଗଳ ସମିତି । ଗୁରୁବାର ପରୀ-୩ କାର୍ଯ୍ୟକ୍ରମର ସମିତି ସହ ଶିଶୁ ସୁରକ୍ଷା, ପୋଲିସ ଓ ଶ୍ରମ ବିଭାଗର ମିଳିତ ଉଦ୍ୟମରେ ବୌଦ୍ଧ ଜିଲ୍ଲାର ପୁରୁଣାକଟକ, ବୌଦ୍ଧ, ବାଉଁଶୁଣୀ, ମନମୁଣ୍ଡା, କଣ୍ଟାମାଳ ଆଦି ଅଞ୍ଚଳରେ ଚଢାଉ କରାଯାଇ ଏହି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲା ବ୍ୟତୀତ ପଡୋଶୀ ସୋନପୁର, ଅନୁଗୁଳ ସହିତ ବିହାର ଓ ପଶ୍ଚିମବଙ୍ଗର କେତେକ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଉଦ୍ଧାର ହୋଇଥିବା ସ୍ଥାନୀୟ ଶିଶୁ ଶ୍ରମିକଙ୍କୁ ସେମାନଙ୍କ ଅବିଭାବକଙ୍କ ଉପଯୁକ୍ତ ପ୍ରମାଣ ପତ୍ର ଦାଖଲ ପରେ ଛାଡିଦିଆଯାଇଥିବା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବିଭିନ୍ନ ବିପଦଶଙ୍କୁଳ ସ୍ଥାନରେ କାର୍ଯ୍ୟରତ୬୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ବୌଦ୍ଧ ଜିଲ୍ଲା ଶିଶୁ ମଙ୍ଗଳ ସମିତି ।ଗୁରୁବାର ପରୀ-୩ କାର୍ଯ୍ୟକ୍ରମ ରେ ସମିତି ସହ ଶିଶୁ ସୁରକ୍ଷା, ପୋଲିସ ଓ ଶ୍ରମ ବିଭାଗ ର ମିଳିତ ଉଦ୍ୟମ ରେ ବୌଦ୍ଧ ଜିଲ୍ଲାର ପୁରୁଣାକଟକ, ବୌଦ୍ଧ, ବାଉଁଶୁଣୀ, ମନମୁଣ୍ଡା, କଣ୍ଟାମାଳ ଆଦି ଅଞ୍ଚଳରେ ଚଢାଉ କରାଯାଇ ଏହି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।ବୌଦ୍ଧ ଜିଲ୍ଲା ବ୍ୟତୀତ ପଡୋଶୀ ସୋନପୁର, ଅନୁଗୁଳ ସହିତ ରାଜ୍ୟ ବାହାରର ବିହାର ଓ ପଶ୍ଚିମ ବଙ୍ଗ ର କେତେକ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।ଉଦ୍ଧାର ହୋଇଥିବା ସ୍ଥାନୀୟ ଶିଶୁ ଶ୍ରମିକଙ୍କୁ ସେମାନଙ୍କ ଅବିଭାବକଙ୍କ ଉପଯୁକ୍ତ ପ୍ରମାଣ ପତ୍ର ଦାଖଲ ପରେ ଛାଡିଦିଆଯାଇଥିବା ଜଣାପଡିଛି ।

Body:ପରୀରେ ଉଦ୍ଧାର ହେଲେ ୬୨ ଜଣ ଶିଶୁ ଶ୍ରମିକ ।

Conclusion:ବାଇଟ-୧-ସାକ୍ଷୀ ଗୋପାଳ ପ୍ରଧାନ, ଅଧ୍ୟକ୍ଷ, ଶିଶୁ ମଙ୍ଗଳ ସମିତି
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.