ETV Bharat / state

41 ନିର୍ମାଣ ଶ୍ରମିକଙ୍କୁ ମୁର୍ସିଦାବାଦ ପଠାଇଲା ବୌଦ୍ଧ ଜିଲ୍ଲା ପ୍ରଶାସନ - 41ଜଣ ନିର୍ମାଣ ଶ୍ରମିକ

ଲକଡାଉନର ପ୍ରାୟ ଦେଢମାସ ପରେ ନିଜ ଘରକୁ ଫେରିଛନ୍ତି 41 ଜଣ ନିର୍ମାଣ ଶ୍ରମିକ । ଶୁକ୍ରବାର ଜିଲ୍ଲା ପ୍ରଶାସନ ସରକାରୀ ନିୟମ ମୁତାବକ ଶ୍ରମିକ ମାନଙ୍କୁ ପଶ୍ଚିମବଙ୍ଗକୁ ପଠାଇଛି ।

41 migrants return to murshidabad
41ଜଣ ନିର୍ମାଣ ଶ୍ରମିକଙ୍କୁ ମୁର୍ସିଦାବାଦ ପଠାଇଲା ବୌଦ୍ଧ ଜିଲ୍ଲା ପ୍ରଶାସନ
author img

By

Published : May 16, 2020, 10:13 AM IST

ବୌଦ୍ଧ: ଲକଡାଉନର ପ୍ରାୟ ଦେଢମାସ ପରେ ନିଜ ଘରକୁ ଫେରିଛନ୍ତି 41 ଜଣ ନିର୍ମାଣ ଶ୍ରମିକ । ଶୁକ୍ରବାର ଜିଲ୍ଲା ପ୍ରଶାସନ ସରକାରୀ ନିୟମ ମୁତାବକ ଶ୍ରମିକ ମାନଙ୍କୁ ପଶ୍ଚିମବଙ୍ଗକୁ ପଠାଇଛି । ପଶ୍ଚିମବଙ୍ଗର ମୁର୍ସିଦାବାଦକୁ ଫେରିଛନ୍ତି ନିର୍ମାଣ ଶ୍ରମିକ ।

41ଜଣ ନିର୍ମାଣ ଶ୍ରମିକଙ୍କୁ ମୁର୍ସିଦାବାଦ ପଠାଇଲା ବୌଦ୍ଧ ଜିଲ୍ଲା ପ୍ରଶାସନ

ବୌଦ୍ଧ ଜିଲ୍ଲାରେ ଗତ ପ୍ରାୟ 10 ବର୍ଷ ହେଲା ଗୃହ ନିର୍ମାଣ କରୁଥିବା ବଙ୍ଗାଳି ଶ୍ରମିକ ମାନେ ଗତ ଦେଢମାସ ହେଲା ଲକଡାଉନରେ ଫସିରହିଥିଲେ । ବୌଦ୍ଧ ପୌରାଞ୍ଚଳର ବୁଟୁପାଲି ଠାରେ 41 ଜଣ ନିର୍ମାଣ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା । ତେବେ ମୁସଲମାନ ସଂପ୍ରଦାୟର ଇଦ୍ ଚାଲିଥିବାରୁ ଶ୍ରମିକ ମାନେ ନିଜ ଘରକୁ ଯିବାପାଇଁ ବାରମ୍ବାର ଅନୁରୋଧ କରିବା ସହ ବ୍ୟାକୁଳ ହୋଇଥିଲେ । ବୌଦ୍ଧ ଜିଲ୍ଲା ପ୍ରଶାସନ ଉକ୍ତ 41 ଜଣ ନିର୍ମାଣ ଶ୍ରମିକଙ୍କୁ ଶୁକ୍ରବାର ରାତିରେ ଜିଲ୍ଲା ଶ୍ରମ ଅଧିକାରୀ ଓ ପୌର ଅଧିକାରୀଙ୍କ ଉପସ୍ଥିତିରେ ଏକ ସ୍ବତନ୍ତ୍ର ବସରେ ମୁର୍ସିଦାବାଦ ଅଭିମୁଖେ ପଠାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.