ETV Bharat / state

ଟ୍ରେନ ଧକ୍କାରେ ଯୁବକ ମୃତ

ଭଦ୍ରକ ନୂଆବଜାର ଅଞ୍ଚଳର ପଙ୍କଜ କୁମାର ସାହୁଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jan 6, 2020, 2:14 AM IST

ଟ୍ରେନ ଧକ୍କାରେ ଯୁବକ ମୃତ୍ୟୁ
ଟ୍ରେନ ଧକ୍କାରେ ଯୁବକ ମୃତ୍ୟୁ

ଭଦ୍ରକ: ଟ୍ରେନ ଧକ୍କାରେ ଜଣେ ଯୁବକ ମୃତ । ମୃତକ ହେଉଛନ୍ତି ଭଦ୍ରକ ନୂଆବଜାର ଅଞ୍ଚଳର ପଙ୍କଜ କୁମାର ସାହୁ ।

ଟ୍ରେନ ଧକ୍କାରେ ଯୁବକ ମୃତ୍ୟୁ

ଏନେଇ ଖବରପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ପଙ୍କଜ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ସେନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇନାହିଁ । ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : DEATH
FORMAT : AVO
REPORT : DEBASIS MOHAPATRA / BHADRAK
DATE : 05.01.2020

ANCHOR : ଟ୍ରେନ ଧକ୍କାରେ ଜଣେ ଯୁବକ ମୃତ। ମୃତକ ହେଉଛନ୍ତି ଭଦ୍ରକ ନୂଆବଜାର ଅଂଚଳର ପଙ୍କଜ କୁମାର ସାହୁ ବୋଲି ସୂଚନା ମିଳିଛି। ପଙ୍କଜଙ୍କ ମୃତ୍ୟୁ ବାଉଦପୁର ରେଳଲାଇନରେ ନିକଟରେ ହୋଇଛି। ଏନେଇ ଖବରପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତକରି ବ୍ଯବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। Body:ତେବେ ପଙ୍କଜ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣରୁ ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି, ସେନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇନାହିଁ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.