ETV Bharat / state

ଭଦ୍ରକରେ 'ବନ୍ଦେ ଉତ୍କଳ ଜନନୀ'ର ନନଷ୍ଟପ ଗାନ - bhadrak news

ଭଦ୍ରକରେ ବନ୍ଦେ ଉତ୍କଳ ଜନନୀ ନନଷ୍ଟପ ଗାନ । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସହ ପୋଲିସ ପକ୍ଷରୁ ଅକର୍ଷଣୀୟ ବ୍ୟାଣ୍ଡ ବାଜାର ବ୍ୟବସ୍ଥା କରାଯାଇଥିଲା । ଅଧିକ ପଢନ୍ତୁ....

vande-utkal-janani-chants-by-bhadrak-people
ଭଦ୍ରକରେ ବନ୍ଦେ ଉତ୍କଳ ଜନନୀ ନନଷ୍ଟପ ଗାନ
author img

By

Published : May 30, 2020, 10:44 PM IST

ଭଦ୍ରକ: ପୋଲିସ ପକ୍ଷରୁ ଶନିବାର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ନିର୍ଦ୍ଧାରିତ ସମୟରେ ଗାନ କରାଯାଇଥିଲା । ଭଦ୍ରକ ସହରାଞ୍ଚଳର ବନ୍ତ ଛକ ଠାରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକାଶ ଦାସଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସହ ପୋଲିସ ପକ୍ଷରୁ ଆକର୍ଷଣୀୟ ବ୍ୟାଣ୍ଡ ବାଜାର ବ୍ୟବସ୍ଥା କରାଯାଇଥିଲା । ଏଥିସହ ସାଧାରଣ ଲୋକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିର୍ଦ୍ଧାରିତ ସମୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.