ETV Bharat / state

ଟ୍ରାଫିକ ସଚେତନତା ଶିବିର ଆୟୋଜିତ - traffic awareness

ପୋଲିସ ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ। ଅଧିକ ପଢନ୍ତୁ...

traffic awareness
ଟ୍ରାଫିକ ସଚେତନତା
author img

By

Published : Feb 8, 2020, 7:49 PM IST

ଭଦ୍ରକ: ଜିଲ୍ଲାରେ ସଡକ ସୁରକ୍ଷା ନେଇ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ ସଡକ ସୁରକ୍ଷା ସମ୍ପର୍କିତ ଏକ ଭିଡିଓ ସିଡି ଉଦଘାଟନ କରିଛନ୍ତି । ଗାଡି ଚଳାଇବା ବେଳେ ହେଲମେଟ ପିନ୍ଧିବା ସହ ଟ୍ରାଫିକ ନିୟମ ମାନିଲେ ସଡକ ଦୁର୍ଘଟଣାକୁ ରୋକାଯାଇ ପାରିବ ବୋଲି ସେ କହିଛନ୍ତି । ଜିଲ୍ଲା ମୁଖ୍ୟାଳୟ ଠାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ।

ଟ୍ରାଫିକ ସଚେତନତା

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : TRAFFIC AWERNESS
FORMAT : AVB
REPORT : DEBASIS MOHAPATRA / BHADRAK
DATE : 08.02.2020

ANCHOR : ଭଦ୍ରକ ଜିଲ୍ଲାରେ ସଡକ ସୁରକ୍ଷା ନେଇ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ, ସଡ଼କ ସୁରକ୍ଷା ସଂପର୍କିତ ଏକ ଭିଡିଓ ସିଡ଼ି ଉଦଘାଟନ କରିଛନ୍ତି। ଟ୍ରାଫିକ ନିୟମ ପାଳନ କଲେ କିପରି ସଡକ ଦୁର୍ଘଟଣା ଏଡାଇ ହେବ , ସେନେଇ ଏଥିରେ ବିଷଦ ଭାବେ ପ୍ରଦର୍ଶିତ କରାଯାଇଛି। Body:ଗାଡି ଚାଳକ ମାନେ ହେଲମେଟ ପିନ୍ଧିବା ସହ ସିଟ ବେଲ୍ଟ ବାନ୍ଧି, ଟ୍ରାଫିକ ନିୟମ ଅନୁଯାୟୀ ଗାଡି ଚାଳନା କଲେ, ଦୁର୍ଘଟଣା କୁ ଏଡାଇ ଦିଆଯାଇ ପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପୂର୍ବାଞ୍ଚଳ ଆଇଜି। ଭଦ୍ରକ ଜିଲ୍ଲା ମୁଖ୍ୟାଳୟରେ ଠାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ଯକ୍ରମ ରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।
Bite : ଦିପ୍ତେଶ ପଟ୍ଟନାୟକ_ପୂର୍ବାଞ୍ଚଳ ଆଇଜି Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.