ETV Bharat / state

ଚାନ୍ଦବାଲିରେ ବିଭିନ୍ନ ଦୋକାନରେ ଚଢାଉ କଲା ଯୋଗାଣ ବିଭାଗ - SUPPLY RAID in bhadrak chandbali

ବାତ୍ୟା ବୁଲ୍ବୁ‌ଲ୍‌ ପରେ ଚାନ୍ଦବାଲିରେ ଦରଦାମ୍‌ ବୃଦ୍ଧିକୁ ରୋକିବା ପାଇଁ ଶନିବାର ଯୋଗାଣ ବିଭାଗ ଓ ପ୍ରଶାସନପକ୍ଷରୁ ବିଭିନ୍ନ ଦୋକାନରେ ଚଢାଉ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Nov 17, 2019, 5:19 AM IST

ଭଦ୍ରକ: ଚାନ୍ଦବାଲିରେ ବିଭିନ୍ନ ଦୋକାନରେ ଚଢାଉ କଲା ଯୋଗାଣ ବିଭାଗ । ବାତ୍ୟା ବୁଲ୍ବୁ‌ଲ୍‌ ପରେ ଚାନ୍ଦବାଲିରେ ଦରଦାମ୍‌ ବୃଦ୍ଧିକୁ ରୋକିବା ପାଇଁ ଶନିବାର ଯୋଗାଣ ବିଭାଗ ଓ ପ୍ରଶାସନପକ୍ଷରୁ ବିଭିନ୍ନ ଦୋକାନରେ ଚଢାଉ କରାଯାଇଛି ।

ସୂଚନା ଅନୁୟାୟୀ, ବାତ୍ୟା ପରେ ଚାନ୍ଦବାଲି ବ୍ଲକରେ ଦରଦାମ ବୃଦ୍ଧି ନେଇ ଲୋକମାନେ ପ୍ରଶାସନକୁ ଅଭିଯୋଗ କରିଥିଲେ । ମୁଖ୍ୟତଃ ଆଳୁ ଓ ପିଆଜକୁ ନେଇ ବାତ୍ୟାପରେ କିଛି ଅସାଧୁ ବେପାରୀ ଚଢା ରେଟରେ ବିକ୍ର କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଯୋଗାଣ ବିଭାଗର ଅଧିକାରୀ ଓ ପ୍ରଶାସନପକ୍ଷରୁ ଅତିରିକ୍ତ ତହସିଲଦାର ଚାନ୍ଦବାଲିର ଅଧିକାଂଶ ହୋଲସେଲ ଓ ରିଟେଲର ଦେକାନରେ ଛାପା ମାରିଛନ୍ତି ।

ଚଢାଉବେଳେ ନିତ୍ୟ ବ୍ୟବହାର ଖାଉଟି ସାମଗ୍ରୀ ଗୁଡିକର ଦରଦାମ ବୃଦ୍ଧି ରୋକିବାକୁ ଏବଂ ପ୍ରତି ସାମଗ୍ରୀରେ ଦରଦାମ ଚାର୍ଟ ଲାଗାଇବା ପାଇଁ ଅବକାରୀବିଭାଗ ଦୋକାନୀଙ୍କୁ ପରାମର୍ଶ ଦେଇଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : SUPPLY RAID
FORMAT : AVO
REPORT : DEBASIS MOHAPATRA / BHADRAK
DATE : 16.11.2019

ANCHOR : ବାତ୍ୟା ବୁଲବୁଲ ପରେ ଚାନ୍ଦବାଲିରେ ଦରଦାମ ବୃଦ୍ଧିକୁ ରୋକିବା ପାଇଁ ଯୋଗାଣ ବିଭାଗ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ। ବାତ୍ୟା ପରେ ଚାନ୍ଦବାଲି ବ୍ଲକରେ ଦରଦାମ ବୃଦ୍ଧି ନେଇ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ନିର୍ଦେଶରେ ଯୋଗାଣ ବିଭାଗର ଅଧିକାରୀ ଓ ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ଚାନ୍ଦବାଲିରେ ସମସ୍ତ ଛୋଟବଡ଼ ଦେକାନରେ ଛାପା ମାରିଥିଲେେ। ନିତ୍ୟ ବେବହାର ଖାଉଟି ସାମଗ୍ରୀ ଗୁଡିକର ଦରଦାମ ବୃଦ୍ଧି ରୋକିବାକୁ ଏବଂ ପ୍ରତି ସାମଗ୍ରୀରେ ରେଟ ଚାର୍ଟ ଲାଗାଇବା ପାଇଁ ପରାମର୍ଶ ଦେଇଥିଲେ। Body:ମୁଖ୍ୟତ ଆଳୁ ଓ ପିଆଜକୁ ନେଇ ବାତ୍ୟାପରେ କିଛି ଅସାଧୁ ବେପାରୀ ଚଢା ରେଟରେ ବିକ୍ର କରିଥିବା ଅଭିଯୋଗ ହୋଇଥିଲା । ଏଥିନେଇ ପ୍ରଶାସନ ପକ୍ଷରୁ ଅଧିକାଂଶ ହୋଲସେଲ ଓ ରିଟେଲର ଦୋକାନରେେ ମଧ୍ଯ ଅଚାନକ ଚଢ଼଼ାଇ କରାଯିବା ସହ ସେମାନଙ୍କୁ ସଠିକ ଦାମରେ ବିକ୍ର କରିବାକୁ ନିର୍ଦେଶ ଦେଇଥିଲେ ଯୋଗାଣ ଅଧିକାରୀ ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.