ETV Bharat / state

ଭଦ୍ରକ ସ୍ବୟଂଶାସିତ କଲେଜରେ ଛାତ୍ର ଅଶାନ୍ତି, ପରୀକ୍ଷା ଫଳ ପ୍ରକାଶନରେ ତ୍ରୁଟି ଅଭିଯୋଗ - Bhadrak Autonomous College

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ର ଉତ୍ତେଜନା ଦେଖାଯାଇଛି । ଅଧିକ ପଢନ୍ତୁ..

ଭଦ୍ରକ ସ୍ବୟଂ ଶାସିତ କଲେଜରେ ଛାତ୍ର ଅଶାନ୍ତି ,ପରୀକ୍ଷା ଫଳ ପ୍ରକାଶନରେ ତ୍ରୁଟି ଅଭିଯୋଗ

author img

By

Published : Mar 17, 2021, 8:03 PM IST

ଭଦ୍ରକ: ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ର ଅଶାନ୍ତି ଦେଖାଯାଇଛି । +3 ଦ୍ବିତୀୟ ବର୍ଷ ସମସ୍ତ ବିଭାଗର ଅଧିକାଂଶ ଛାତ୍ରଛାତ୍ରୀ ମାନଙ୍କ ଦ୍ଵିତୀୟ ସେମିଷ୍ଟାର ପରୀକ୍ଷାରେ ଵ୍ୟାକ ଲାଗିଥିବା ନେଇ ଉତ୍ତେଜନା ଲାଗିରହିଛି । କଲେଜ ମୁଖ୍ୟ ଫାଟକ ତାଲା ପକାଇ ଛାତ୍ରଛାତ୍ରୀ ବିକ୍ଷୋଭ କରିଛନ୍ତି ।

ଭଦ୍ରକ ସ୍ବୟଂ ଶାସିତ କଲେଜରେ ଛାତ୍ର ଅଶାନ୍ତି ,ପରୀକ୍ଷା ଫଳ ପ୍ରକାଶନରେ ତ୍ରୁଟି ଭଦ୍ରକ ସ୍ବୟଂ ଶାସିତ କଲେଜରେ ଛାତ୍ର ଅଶାନ୍ତି ,ପରୀକ୍ଷା ଫଳ ପ୍ରକାଶନରେ ତ୍ରୁଟି ଅଭିଯୋଗଅଭିଯୋଗ

କୋରୋନା ସମୟରେ ଦ୍ଵିତୀୟ ସେମିଷ୍ଟାର ପରୀକ୍ଷା ହୋଇନଥିବା ବେଳେ କିପରି ବ୍ୟାକ ଲାଗିଲା ତାହାକୁ କେନ୍ଦ୍ରକରି ଅଶାନ୍ତି ଦେଖା ଦେଇଛି । ଗତକାଲି ଦ୍ଵିତୀୟ ସେମିଷ୍ଟାର ପରୀକ୍ଷାର ଫଳାଫଳ ବାହାରିଥିଲା । ଏଥିରେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ବ୍ୟାକ ରହିଥିଲା । ତାକୁ ନେଇ ଉତ୍ତେଜନା ଦେଖାଦେଇଛି । ଯେଉଁ ଛାତ୍ରଛାତ୍ରୀ ମାନଙ୍କ ପ୍ରଥମ ସେମିଷ୍ଟାର ବ୍ୟାକ ଥିଲା ତାଙ୍କର ଦ୍ଵିତୀୟ ସେମିଷ୍ଟାର ଵ୍ୟାକ ରଖାଯାଇଛି ବୋଲି ଛାତ୍ରାଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଧ୍ୟକ୍ଷ କହିଛନ୍ତି ସରକାରୀ ନିୟମାନୁସାରେ ସମସ୍ତ କାର୍ଯ୍ୟ କରାଯାଇଛି । ତେବେ ଛାତ୍ର ଅଶାନ୍ତି ଦେଖି ପଦକ୍ଷେପ ନିଆଯିବ ।

ଭଦ୍ରକରୁ ଦେବାଶିଷ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.