ETV Bharat / state

ଭଦ୍ରକରେ କାର୍ଯ୍ୟକ୍ଷମ ହେଲା ସ୍ବତନ୍ତ୍ର କୋଭିଡ-19 ହସ୍ପିଟାଲ - କୋରୋନା ଭାଇରସ ନ୍ୟୁଜ

ଭଦ୍ରକରେ କାର୍ଯ୍ୟକ୍ଷମ ହେଲା ସ୍ବତନ୍ତ୍ର କୋଭିଡ-19 ହସ୍ପିଟାଲ । ଅଧିକ ପଢନ୍ତୁ...

Special Cove 19 Hospitals in bhadrak
ଭଦ୍ରକରେ କାର୍ଯ୍ୟକ୍ଷମ ହେଲା ସ୍ବତନ୍ତ୍ର କୋଭଡ19 ହସପିଟାଲ
author img

By

Published : Apr 12, 2020, 3:56 PM IST

ଭଦ୍ରକ : କାର୍ଯ୍ୟକ୍ଷମ ହେଲା ସ୍ବତନ୍ତ୍ର କୋଭିଡ-19 ହସ୍ପିଟାଲ । ଭଦ୍ରକ ସହରର ମୋଟେଲ ଛକ ନିକଟ ସାଳନ୍ଦୀ ହସ୍ପିଟାଲକୁ କୋଭିଡ19 ହସ୍ପିଟାଲରେ ପରିଣତ କରାଯାଇଛି । ଏହା ହେଉଛି ଭଦ୍ରକ ଜିଲ୍ଲାର ପ୍ରଥମ କୋଭିଡ-19 ହସ୍ପିଟାଲ ।

ଭଦ୍ରକରେ କାର୍ଯ୍ୟକ୍ଷମ ହେଲା ସ୍ବତନ୍ତ୍ର କୋଭଡ19 ହସପିଟାଲ

ଚଳିତ ଏପ୍ରିଲ ମାସ 8 ତାରିଖ ଦିନ ଏହି କୋଭିଡ-19 କେୟାର ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭଦ୍ରକ ଗସ୍ତ କରିଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ 5ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନ। ଏହି କୋଭିଡ-19 କେୟାର ହସପିଟାଲ 120 ଶଯ୍ୟା ବିଶିଷ୍ଟ ହୋଇଥବାବେଳେ ଏଠାରେ 4 ଟି ଆଇସିୟୁ ଓ 4 ଟି ଭେଣ୍ଟିଲେଟରର ବ୍ୟବସ୍ଥା କରାଯାଇଛି ।

ଏହି କୋଭିଡ-19 କେୟାର ହସ୍ପିଟାଲରେ ପୀଡିତ ମାନଙ୍କ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ଚିକିତ୍ସା ସେବା ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ଯାହାର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି। ଏହା ଭଦ୍ରକ ଜିଲ୍ଲା ବାସୀ ମାନଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ ବୋଲି ସେ କହିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.