ETV Bharat / state

ଭଦ୍ରକରେ ନାଗ ଆତଙ୍କ, 45 ନାଗଛୁଆ ଉଦ୍ଧାର

ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟ ହାତିସାହିରୁ 45ଟି ନାଗ ଛୁଆ ଉଦ୍ଧାର । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେକ ମିର୍ଜ଼ା ଏହି ନାଗ ସାପଙ୍କୁ ଉଦ୍ଧାର କରିଛନ୍ତି ।

author img

By

Published : Jun 20, 2019, 4:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ପୁଣି ଭଦ୍ରକରେ ନାଗ ଆତଙ୍କ। କିଛି ଦିନ ତଳେ ଧାମନଗର ଅଞ୍ଚଳରେ ନାଗ ବାହାରିବା ଘଟଣା ଲୋକେ ଏଯାଏ ଭୁଲି ନଥିବା ବେଳେ ଏବେ ପୁଣି ଭଦ୍ରକରେ ନାଗ ଉଦ୍ଧାର ଖବର ସମ୍ନାକୁ ଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟ ହାତିସାହି ଗ୍ରାମର ସୁରେଶ ରାଉତ ନିଜ ଶୋଇବା ଘରେ ନାଗ ଛୁଆ ବୁଲୁ ଥିବାର ଦେଖିବା ପରେ ଭୟଭୀତ ହୋଇପଡିଥିଲେ । ପରେ ଭଦ୍ରକ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେକ ମିର୍ଜ଼ାଙ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ସେକ ମିର୍ଜା ପହଞ୍ଚି ସୁରେଶଙ୍କ ଶୋଇବା ଘର ଭିତରୁ 45ଟି ନାଗ ଛୁଆଙ୍କୁ ଉଦ୍ଧାର କରିଥିବା ବେଳେ ଦୁଇଟି ବଡ ନାଗୁଣୀଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି ।

ଏତେ ସଂଖ୍ୟକ ସାପ ବାହାରିବା ଘଟଣା ପ୍ରଚାର ପରେ ସୁରେଶଙ୍କ ଘରେ ଲୋକଙ୍କ ଭିଡ଼଼ ଦେଖିବାକୁ ମିଳିଥିବା ବେଳେ ଅଞ୍ଚଳବାସୀ ଆତଙ୍କିତ ଅଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ପୁଣି ଭଦ୍ରକରେ ନାଗ ଆତଙ୍କ। କିଛି ଦିନ ତଳେ ଧାମନଗର ଅଞ୍ଚଳରେ ନାଗ ବାହାରିବା ଘଟଣା ଲୋକେ ଏଯାଏ ଭୁଲି ନଥିବା ବେଳେ ଏବେ ପୁଣି ଭଦ୍ରକରେ ନାଗ ଆତଙ୍କ।Body:ପୁଣି ଭଦ୍ରକରେ ନାଗ ଆତଙ୍କ। କିଛି ଦିନ ତଳେ ଧାମନଗର ଅଞ୍ଚଳରେ ନାଗ ବାହାରିବା ଘଟଣା ଲୋକେ ଏଯାଏ ଭୁଲି ନଥିବା ବେଳେ ଏବେ ପୁଣି ଭଦ୍ରକରେ ନାଗ ଆତଙ୍କ। ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟ ହାତିସାହି ଗ୍ରାମର ସୁରେଶ ରାଉତ ନିଜ ଶୋଇବା ଘରେ ନାଗ ଛୁଆ ବୁଲୁ ଥିବାର ଦେଖିବା ପରେ ଭୟଭୀତ ହୋଇପଡିଥିଲେ। ପରେ ଭଦ୍ରକ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେକ ମିର୍ଜ଼ାଙ୍କୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେକ ମିର୍ଜା ପହଞ୍ଚି ସୁରେଶଙ୍କ ଶୋଇବା ଘର ଭିତରୁ 45 ଟି ନାଗ ଛୁଆଙ୍କୁ ଉଦ୍ଧାର କରିଥିବା ବେଳେ ଦୁଇଟି ବଡ ନାଗୁଣୀ ଙ୍କୁ ମଧ୍ୟ ଉଦ୍ଧାର କରିଥିଲେ। ଏହି ଘଟଣା ପ୍ରଚାର ପରେ ସୁରେଶଙ୍କ ଘରେ ଲୋକଙ୍କ ଭିଡ଼଼ ଦେଖିବାକୁ ମିଳିଥିବା ବେଳେ ନାଗ ଆତଙ୍କ ନେଇ ଆତଙ୍କିତ ଅଞ୍ଚଳବାସୀଙ୍କ। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.