ଭଦ୍ରକ: କୋରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ବାସୁଦେବପୁର ପୌରାଞ୍ଚଳ, ଚାନ୍ଦବାଲି ଏନଏସି ସହ ଭଣ୍ଡାରିପୋଖରୀ, ବନ୍ତ ଓ ତିହିଡ଼ି ବ୍ଳକର ମୁଖ୍ୟାଳୟ ଅଞ୍ଚଳରେ ସଟଡାଉନ ଲାଗୁ ହୋଇଛି । 22 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ସଟଡାଉନ ଲାଗୁ ରହିବ ।
ଟ୍ୱିଟ ଯୋଗେ ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ । ପୂର୍ବରୁ ଧାମନଗର ଏନଏସି ଓ ଭଦ୍ରକ ପୂର୍ବାଞ୍ଚଳରେ ସଟଡାଉନ ନିୟମ ଲାଗୁଥିଲା ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ