ETV Bharat / state

ଅର୍ଥ ଲଗାଣକାରୀ ସଂସ୍ଥା ବିରୁଦ୍ଧରେ SHG ଗ୍ରୁପର ଜୁଲମ ଅଭିଯୋଗ - Protest against finance company

ଋଣ ଆଦାୟ ପାଇଁ ଅର୍ଥ ଲଗାଣ କାରି ସଂସ୍ଥା ଓ ବିଭିନ୍ନ ଘରୋଇ ବ୍ୟାଙ୍କ ଗାଁ ରେ ପହଞ୍ଚି ସେମାନଙ୍କ ଉପରେ ଜୁଲମ କରୁଛନ୍ତି । ଏପରି ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ଧୂଷୁରୀ ପନ୍ଦର ବାଟିଆ ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନେ ।

SHG group alleged and Protest against finance company at Bhadrak District
ଅର୍ଥ ଲଗାଣ କାରି ସଂସ୍ଥା ବିରୁଦ୍ଧରେ SHG ଗ୍ରୁପର ଜୁଲମ ଅଭିଯୋଗ
author img

By

Published : Jul 21, 2020, 11:06 PM IST

ଭଦ୍ରକ: କୋରୋନା ମହାମାରୀରେ ନିମ୍ନ ମଧ୍ୟବିତ୍ତ ପରିବାରର ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗିଯାଇଛି । ଏପରି ସ୍ଥିତିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ପୂର୍ବରୁ ନେଇଥିବା ବକେୟା ଋଣ ଅର୍ଥ ପରିଶୋଧ ପାଇଁ ଅସମର୍ଥ ହେଉଛନ୍ତି ।

ଅର୍ଥ ଲଗାଣ କାରି ସଂସ୍ଥା ବିରୁଦ୍ଧରେ SHG ଗ୍ରୁପର ଜୁଲମ ଅଭିଯୋଗ

ତେବେ ଋଣ ଆଦାୟ ପାଇଁ ଅର୍ଥ ଲଗାଣ କାରି ସଂସ୍ଥା ଓ ବିଭିନ୍ନ ଘରୋଇ ବ୍ୟାଙ୍କ ଗାଁ ରେ ପହଞ୍ଚି ସେମାନଙ୍କ ଉପରେ ଜୁଲମ କରୁଛନ୍ତି । ଏପରି ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ଧୂଷୁରୀ ପନ୍ଦର ବାଟିଆ ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନେ ।

ଏହାପରେ ମହିଳାମାନେ ପ୍ରତିବାଦ କରିବା ସହ ରାସ୍ତାକୁ ଓହ୍ଲାଇଛନ୍ତି । ରୋଜଗାରର ମାଧ୍ୟମ ଠପ୍ ହୋଇଯାଇଥିବାରୁ ଋଣ ଟଙ୍କା ପରିଶୋଧ କରି ପାରୁନଥିବା ସେମାନେ କହିଛନ୍ତି । ମାତ୍ର ଋଣ ପ୍ରଦାନକାରୀ ସଂସ୍ଥାର କର୍ମଚାରୀ, ଟଙ୍କା ଆଦାୟ ପାଇଁ ବାଧ୍ୟ କରୁଛନ୍ତି । ମାନସିକ ଚାପ ସହ ଧମକ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି । ସରକାର ସେମାନଙ୍କ ଦୁଃଖ ଶୁଣନ୍ତୁ ବୋଲି ସେମାନେ ଗୁହାରୀ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.