ETV Bharat / state

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଥାନାରେ ଅଭିଯୋଗ କଲେ ପରିବାର

ପୁଣି ରାଜ୍ୟରେ ଲଜ୍ଜା, ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ । ଭଦ୍ରକ ଜିଲ୍ଲା ଇଚ୍ଛଦା ଗ୍ରାମରେ ଘଟିଛି ଘଟଣା । ଅଧିକ ପଢ଼ନ୍ତୁ...

author img

By

Published : Oct 12, 2019, 9:24 PM IST

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ

ଭଦ୍ରକ: ଟିଉସନରୁ ଫେରିବା ବେଳେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର । ଧାମନଗର ଥାନା ଇଚ୍ଛଦା ଗ୍ରାମରେ ଘଟିଛି ଏହି ଘଟଣା।

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ

ଅଭିଯୋଗ ଅନୁଯାୟୀ ନାବାଳିକା ଜଣକ ଟିଉସନରୁ ଫେରିବା ସମୟରେ ସେହି ଗାଁର ଜନୈକ ଯୁବକ ନାବାଳିକାକୁ ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ପାଟି କରିବାରୁ ଅଭିଯୁକ୍ତ ଯୁବକ ଛାଡି ପଳାଇଥିବା ସୂଚନା ମିଳିଛି।

ଏନେଇ ନାବାଳିକାଙ୍କ ପରିବାର ଲୋକେ ଧାମନଗର ଥାନାରେ ଅଭିଯୋଗ କରିବା ପରେ ଧାମନଗର ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : MINOR GIRL
FORMAT : AVO
REPORT : DEBASIS MOHAPATRA / BHADRAK
DATE : 12.10.2019

ANCHOR : ଟିଉସନ ରୁ ଫେରିବା ବେଳେ ଜଣେ ନାବାଳିକା କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ଥାନା ରେ ଅଭିଯୋଗ କଲେ ନାବାଳିକା ଙ୍କ ପରିବାର ଲୋକ। ଧାମନଗର ଥାନା ଇଚ୍ଛଦା ଗ୍ରାମରେ ଘଟିଛି ଘଟଣା। Body:ଅଭିଯୋଗ ଅନୁଯାୟୀ ଟିୟୁସନରୁ ଫେରିବା ସମୟରେ ସେହି ଗାଁ ର ଜନୈକ ଯୁବକ ନାବାଳିକାକୁ ରାସ୍ତାରୁ ଉଠାଇନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି। ନାବାଳିକା ଜଣକ ପାଟି କରିବାରୁ ଅଭିଯୁକ୍ତ ଯୁବକ ଛାଡି ପଳାଇଥିବା ସୂଚନା ମିଳିଛି। ଏନେଇ ନାବାଳିକାଙ୍କର ପରିବାର ଲୋକେ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି। ଧାମନଗର ପୋଲିସ ଘଟଣା ର ତଦନ୍ତ କରିବା ସହ ଅଭିଯୁକ୍ତ ଯୁବକ ଙ୍କୁ ଧରିବା ପାଇଁ ଉଦ୍ୟମ ଜାରିରଖିଚି। ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.