ETV Bharat / state

ଭଦ୍ରକରେ 'ବୁଲବୁଲ' ପ୍ରଭାବ: ବର୍ଷା ସାଙ୍ଗକୁ ବଢୁଛି ପବନର ବେଗ

author img

By

Published : Nov 9, 2019, 10:14 AM IST

ବାତ୍ୟା 'ବୁଲବୁଲ' ପ୍ରଭାବରେ ଭଦ୍ରକରେ ଆରମ୍ଭ ହୋଇଛି ଝିପଝିପି ବର୍ଷା । ଏଥିସହ ବୃଦ୍ଧି ପାଉଛି ପବନର ବେଗ ।

ଭଦ୍ରକରେ 'ବୁଲବୁଲ' ପ୍ରଭାବ

ଭଦ୍ରକ: ବାତ୍ୟା 'ବୁଲବୁଲ'ର ପ୍ରଭାବରେ ଭଦ୍ରକ ଝିପିଝିପି ବର୍ଷା । ଧୀରେ ଧୀରେ ବୃଦ୍ଧି ପାଉଛି ପବନର ବେଗ । ଚାନ୍ଦବାଲିରେ ପବନର ବେଗର ଘଣ୍ଟାପ୍ରତି 60 କିମି ପ୍ରଭାବିତ ହେଉଛି । ଧାମରାରେ ମଧ୍ୟ ପବନର ବେଗ 90 କିମି ରହିଛି । ସେହିପରି ବାସୁଦେବପୁରରେ ଓ ତିହିଡିରେ ଘଣ୍ଟା ପ୍ରତି 60 କିମି ବେଗରେ ବହୁଥିବାର ସୂଚନା ମିଳିଛି ।

ଭଦ୍ରକର ସ୍ଥିତି ସାମାନ୍ୟ ରହିଥିବା ରହିଛି । 'ବୁଲବୁଲ' ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇବା ସହ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ପାରାଦ୍ବୀପରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ କେନ୍ଦ୍ରାପଡା ତାଳଚୁଆ ରାସ୍ତାରେ ଗଛ ଉପୁଡି ପଡିଛି ।

ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା ପଶ୍ଚିମବଙ୍ଗର ସୁନ୍ଦରବନ ଠାରେ ବାତ୍ୟା 'ବୁଲବୁଲ' ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.