ETV Bharat / state

ଭଦ୍ରକରେ ପୋଲିସ ଓ ଜନତା ମୁହାଁମୁହିଁ ଘଟଣା: ସ୍ବାଭିମାନ ମଞ୍ଚ ପକ୍ଷରୁ ବିରୋଧ - ଭଦ୍ରକରେ ପୋଲିସ ଓ ଜନତା ମୁହାଁମୁହିଁ ଘଟଣା

ସେପ୍ଟେମ୍ବର 16ରେ ଘଟିଥିବା ଏହି ଘଟଣାରେ ଆଇଆଇସି ପ୍ରଜ୍ଞା ମହାନ୍ତି ଓ 2 ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ପାଖାପାଖି 300 ଲୋକଙ୍କ ବିରୋଧରେ ହୋଇଥିବା ମାମଲାକୁ ବି ପ୍ରତିବାଦ କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ
author img

By

Published : Sep 22, 2019, 8:17 PM IST

ଭଦ୍ରକ: ପୋଲିସ ଓ ଜନତା ମୁହାଁମୁହିଁ ଘଟଣା ନେଇଛି ନୂଆମୋଡ । ନଭେମ୍ବର 16ରେ ଘଟିଥିବା ଏହି ଘଟଣାରେ ଆଇଆଇସି ପ୍ରଜ୍ଞା ମହାନ୍ତି ଓ 2 ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ପାଖାପାଖି 300 ଲୋକଙ୍କ ବିରୋଧରେ ହୋଇଥିବା ମାମଲାକୁ ବି ପ୍ରତିବାଦ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

ଏନେଇ ଏକ ପ୍ରେସ ବିବୃତ୍ତିରେ ମତ ପ୍ରକାଶ କରିଛନ୍ତି ଭଦ୍ରକ ସ୍ବାଭିମାନ ମଞ୍ଚ ସଭାପତି ତାହିର ମହମ୍ମଦ । ଭାଇଚାରାର ସହର ଭଦ୍ରକରେ ଉଭୟ ସମ୍ପ୍ରଦାୟର ଜନସାଧାରଣ ଶାନ୍ତିରେ ବସବାସ କରୁଛନ୍ତି । ହେଲେ ନଭେମ୍ବର 16ରେ ପୁରୁଣା ବଜାର ଅଞ୍ଚଳରେ କିଛି ଅସାମାଜିକ ଓ କୁଚକ୍ରୀ ଗୋଷ୍ଠୀର ଲୋକଙ୍କ ଦ୍ବାରା ଅସ୍ଥିରତା ସୃଷ୍ଟି କରାଯାଇଥିବା ମଞ୍ଚ ପକ୍ଷରୁ ପ୍ରକାଶ କରାଯାଇଛି ।

ତେଣୁ ଏହାର ତର୍ଜମା କରା ନଯାଇ ତରବରିଆ ଭାବେ ପୁରୁଣା ବଜାର ଆଇଆଇସି ଓ 2 ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପାଖାପାଖି 300 ଲୋକଙ୍କ ବିରୋଧରେ ହୋଇଥିବା ମାମଲା ନେଇ ମଞ୍ଚ ପକ୍ଷରୁ ପ୍ରତିବାଦ କରାଯାଇଛି । ତରବରିଆ ଭାବେ କୌଣସି ପଦକ୍ଷେପ ନନେଇ, ବିହିତ ତଦନ୍ତ କରାଯାଇ, ଉଚିତ ଲୋକଙ୍କୁ ଆଇନ ଅନୁଯାୟୀ ଦଣ୍ଡ ମିଳିବା ଆବଶ୍ୟକ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଭଦ୍ରକ ସ୍ବାଭିମାନ ମଞ୍ଚ ପକ୍ଷରୁ କୁହାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : PRESS MEET
FORMAT : AVB
REPORT : DEBASIS MOHAPATRA / BHADRAK
DATE : 22.09.2019

ANCHOR : ନଭେମ୍ବର 16 ତାରିଖ ଦିନ ଘଟିଥିବା ପୁଲିସ ପବ୍ଲିକ ମୁହାଁ ମୁହିଁ ଘଟଣା ରେ ନୂଆ ଟୁଇଷ୍ଟ। ଆଇ ଆଇ ସି ପ୍ରଞା ମହାନ୍ତି ଓ 2 ଜଣ ପୋଲିସ କର୍ମଚାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କୁ ବିରୋଧ ସହ ଏହି ଘଟଣା ରେ ସମ୍ପୃକ୍ତ ଥିବା ପାଖାପାଖି 300 ଲୋକଙ୍କ ବିରୋଧ ରେ ହୋଇଥିବା ମାମଲା କୁ ବି ପ୍ରତିବାଦ। Body:ଏନେଇ ଏକ ପ୍ରେସ ବିବୃତ୍ତିରେ ମତ ପ୍ରକାଶ କରିଛନ୍ତି ଭଦ୍ରକ ସ୍ୱାଭିମାନ ମଞ୍ଚ ସଭାପତି ତାହେର ମହମ୍ମଦ। ଭାଇଚାରାର ସହର ଭଦ୍ରକ ରେ ଉଭୟ ସମ୍ପ୍ରଦାୟ ର ଜନସାଧାରଣ ଶାନ୍ତିରେ ବସବାସ କରୁଛନ୍ତି। ହେଲେ ନଭେମ୍ବର 16 ତାରିଖ ଦିନ ପୁରୁଣା ବଜାର ଅଞ୍ଚଳରେ କିଛି ଅସାମାଜିକ ଓ କୁଚକ୍ରୀ ଗୋଷ୍ଠୀ ର ଲୋକ ମାନଙ୍କ ଦ୍ୱାରା ଅସ୍ଥିରତା ସୃଷ୍ଟି କରାଯାଇଥିବା ମଞ୍ଚ ପକ୍ଷରୁ ପ୍ରକାଶ କରାଯାଇଛି। ତେଣୁ ଏହାର ତର୍ଜମା କରା ନଯାଇ ତରବରିଆ ଭାବେ ପୁରୁଣା ବଜାର ଆଇ ଆଇ ସି ଓ 2 ଜଣ ପୋଲିସ କର୍ମଚାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପାଖାପାଖି 300 ଲୋକଙ୍କ ବିରୋଧ ରେ ହୋଇଥିବା ମାମଲା ନେଇ ମଞ୍ଚ ପକ୍ଷରୁ ପ୍ରତିବାଦ କରାଯାଇଛି। ତରବରିଆ ଭାବେ କୌଣସି ପଦକ୍ଷେପ ନନେଇ, ବିହୀତ ତଦନ୍ତ କରାଯାଇ, ଉଚିତ ଲୋକଙ୍କୁ ଆଇନ ଅନୁଯାୟୀ ଦଣ୍ଡ ମିଳିବା ଆବଶ୍ୟକ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଭଦ୍ରକ ସ୍ୱାଭିମାନ ମଞ୍ଚ ପକ୍ଷରୁ କୁହାଯାଇଛି।
Bite : ତାହେର ମହମ୍ମଦ_ଭଦ୍ରକ ସ୍ୱାଭିମାନ ମଞ୍ଚ ସଭାପତିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.