ETV Bharat / state

କ୍ବାରେନଣ୍ଟାଇନ ଅବଧି ସାରି ଘରକୁ ଫେରିଲେ ଅନ୍ତେବାସୀ - ଗୁଆମାଳ କ୍ବାରେଣ୍ଟାଇନ କେନ୍ଦ୍ର

କ୍ବାରେନଣ୍ଟାଇନ ଅବଧି ସାରି ଘରକୁ ଫେରିଛନ୍ତି ଅନ୍ତେବାସୀ । ସୁରଟ, ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଆଦି ଅଞ୍ଚଳରୁ ଆସି ଭଦ୍ରକ ଜିଲ୍ଲା ଗୁଆମାଳ ଗ୍ରାମ ପଞ୍ଚାୟତର ସଙ୍ଗରୋଧ ଗୃହରେ ପ୍ରବାସୀମାନେ କ୍ବାରେନଣ୍ଟାଇନରେ ରହିଥିଲେ ।

bhadrak latest news, people set to return home after quarantine in bhadrak, guamala quarantine centre, quarantine centre, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌, ଭଦ୍ରକରେ କ୍ବାରେଣ୍ଟାଇନ ସାରି ଫେରିଲେ ଅନ୍ତେବାସୀ, ଗୁଆମାଳ କ୍ବାରେଣ୍ଟାଇନ କେନ୍ଦ୍ର, କ୍ବାରେଣ୍ଟାଇନ କେନ୍ଦ୍ର
କ୍ବାରେନଣ୍ଟାଇନ ଅବଧି ସାରି ଘରକୁ ଫେରିଲେ ଅନ୍ତେବାସୀ
author img

By

Published : May 29, 2020, 9:43 PM IST

Updated : May 30, 2020, 1:01 PM IST

ଭଦ୍ରକ: କ୍ବାରେନଣ୍ଟାଇନ ଅବଧି ସାରି ଘରକୁ ଫେରିଛନ୍ତି ଅନ୍ତେବାସୀ । ସୁରଟ, ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଆଦି ଅଞ୍ଚଳରୁ ଆସି ଭଦ୍ରକ ଜିଲ୍ଲା ଗୁଆମାଳ ଗ୍ରାମ ପଞ୍ଚାୟତର ସଙ୍ଗରୋଧ ଗୃହରେ ପ୍ରବାସୀମାନେ କ୍ବାରେନଣ୍ଟାଇନରେ ରହିଥିଲେ । ବର୍ତ୍ତମାନ ସୁଦ୍ଧା ଏଠାକୁ 220 ଜଣ ଅନ୍ତେବାସୀ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ତିନୋଟି ପର୍ଯ୍ୟାୟରେ 195 ଜଣ ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ସଙ୍ଗରୋଧ ସାରି ଘରକୁ ଫେରିଛନ୍ତି ।

କ୍ବାରେନଣ୍ଟାଇନ ଅବଧି ସାରି ଘରକୁ ଫେରିଲେ ଅନ୍ତେବାସୀ

ତେବେ ଏହି ରହଣୀ ସମୟରେ ଅନ୍ତେବାସୀମାନଙ୍କର କୌଣସି ଅସୁବିଧା ହୋଇନଥିବା ସେମାନେ ପ୍ରକାଶ କରିଛନ୍ତି । ଖାଇବା, ପିଇବା, ରହିବା ଆଦିରେ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିବା ଅନ୍ତେବାସୀମାନେ କହିଛନ୍ତି । ଏବେ ସଙ୍ଗରୋଧ କେନ୍ଦ୍ରରେ 25 ଜଣ ଲୋକେ ରହିଥିବା ସୂଚନା ଦେଇଛନ୍ତି ଗୁଆମାଳ ସରପଞ୍ଚ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : May 30, 2020, 1:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.