ETV Bharat / state

ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ 48 ଘଣ୍ଟା ପାଇଁ ଓପିଡି ସେବା ବନ୍ଦ

author img

By

Published : Aug 8, 2020, 2:07 PM IST

ଜିଲ୍ଲାରେ ଭୟଙ୍କର ରୂପ ନେବାରେ ଲାଗିଛି କୋରୋନା ସ୍ଥିତି । ଏମିତିରେ ଶନିବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ କୋରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହେବା ପରେ ଆଗାମୀ 48 ଘଣ୍ଟା ପାଇଁ ଓପିଡି ସେବା ବନ୍ଦ କରିଦିଆଯାଇଛି । ଅଧିକ ପଢନ୍ତୁ...

corona situation in bhadrak, opd closed in bhadrak medical, doctor tested positive in bhadral medical, bhadrak latest news, ଭଦ୍ରକରେ କୋରୋନା ସ୍ଥିତି, ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଓପିଡି ବନ୍ଦ, ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ପଜିଟିଭ, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌
ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ 48 ଘଣ୍ଟା ପାଇଁ ଓପିଡି ସେବା ବନ୍ଦ

ଭଦ୍ରକ: ଜିଲ୍ଲାରେ ଭୟଙ୍କର ରୂପ ନେବାରେ ଲାଗିଛି କୋରୋନା ସ୍ଥିତି । ଏମିତିରେ ଶନିବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ କୋରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ଖବର ମିଳିବା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଗାମୀ 48 ଘଣ୍ଟା ପାଇଁ ଓପିଡି ସେବା ବନ୍ଦ କରିଦିଆଯାଇଛି । ଏନେଇ ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

ସେପଟେ ଓପିଡିରେ ସେବା ପାଉଥିବା ରୋଗୀମାନଙ୍କୁ ଆଶୁ ବିଭାଗ ଓ ସର୍ଜରୀ ବିଭାଗରେ ଦେଖାଯିବାର ବ୍ୟବସ୍ଥା ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ପ୍ରଶାସନ ପକ୍ଷରୁ ଓପିଡିକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବା ପରେ ପୁଣି ରୋଗୀମାନଙ୍କ ସେବା ସ୍ବାଭାବିକ ହେବ ବୋଲି ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.